ନିର୍ବାଚନ_କମିଶନର-୨୦୨୬ ଭୋଟର୍ ତାଲିକା ଆଧାରରେ ହେବ ପଞ୍ଚାୟତ ନିର୍ବାଚନ

ନିର୍ବାଚନ_କମିଶନର-୨୦୨୬ ଭୋଟର୍ ତାଲିକା ଆଧାରରେ ହେବ ପଞ୍ଚାୟତ ନିର୍ବାଚନ-ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ-SIR କିଛିଦିନ ଭିତରେ ଆରମ୍ଭ ହେବ, ସରିବା ପରେ ନୂଆ ଭୋଟର ଲିଷ୍ଟ-ସଂରକ୍ଷଣ ଓ ଡିଲିମିଟେସନ ଉଭୟ ଦାୟିତ୍ୱ ରାଜ୍ୟ ସରକାରଙ୍କର-ସଂରକ୍ଷଣ ପକ୍ରିୟା ଆରମ୍ଭ ହେଲାଣି ତେଣୁ ଆଉ ସୀମା ନିର୍ଦ୍ଧାରଣ ହେବନାହିଁ-ସରକାର ଆମକୁ ସଂରକ୍ଷଣ କରି ଦେବାପରେ ନିର୍ବାଚନ ହେବ

Leave a Reply

Your email address will not be published. Required fields are marked *