ବାଂଲାଦେଶୀ ଅନୁପ୍ରବେଶ ଏବଂ ହିନ୍ଦୁ ସମାଜ ଉପରେ ବାଂଲାଦେଶୀ ମାନଙ୍କ ଦ୍ଵାରା ହେଉଥିବା ହିଂସାକାଣ୍ଡ ବିରୋଧରେ ଦାବି ପତ୍ର ପ୍ରଦାନ
ଅନୁପ୍ରବେଶକାରିଙ୍କ_ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ମୁର୍ଶିଦାବାଦରେ ଜାରି ରହିଛି ହିନ୍ଦୁ ସମାଜ ଉପରେ ହିଂସା କାଣ୍ଡ। ଏହାକୁ ଆଖି ଆଗରରେ ରଖି ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଅନୁପ୍ରବେଶ କାରିଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଭଦ୍ରକ ଭଳି ସମ୍ବେଦନଶୀଳ ଜିଲ୍ଲାରେ ଏଭଳି ହିଂସା ହିନ୍ଦୁ ଧନ ଜୀବନ ନଷ୍ଟ କରିବା ଆଗରୁ ପ୍ରଶାସନ ଅବୈଧ ପ୍ରବେଶ ଉପରେ ରୋକ୍ ଲଗାଉ ବୋଲି ଭଦ୍ରକ ଜିଲ୍ଲାରେ ଅନୁପ୍ରବେଶକୁ ବିରୋଧ କରୁଛି ସମଗ୍ର ହିନ୍ଦୁ ସମାଜ ।
