କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ପଡ଼ି ମହିଳା ପର୍ଯ୍ୟଟକ ଗୁରୁତର।

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ପଡ଼ି ମହିଳା ପର୍ଯ୍ୟଟକ ଗୁରୁତର। ପରିବାର ସହ ଆନ୍ଧ୍ରପ୍ରଦେଶରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିଲେ । ଚମ୍ପାହାର ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଉଦ୍ଧାର କରି ଗୋପ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି। ଡାହାଣ ଗୋଡ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *