ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ନିଆଁ

ଡେଲାଙ୍ଗ, ଘୋରଡ଼ିଆର ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ସର୍ଟ ସର୍କିଟ ଯୋଗୁଁ ନିଆଁଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ଓ ପରେ ଖବର ପାଇ ଡେଲାଙ୍ଗ ଓ ଜଟଣୀ ଅଗ୍ନିଶମ ଦ୍ଵାରା ନିଆଁ କୁ ଆୟତ୍ତ କରିଥିଲେ।

Leave a Reply

Your email address will not be published. Required fields are marked *