ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଫୁଟବଲ ପ୍ରତିଯୋଗିତା ଆୟୋଜନ

ସ୍ଥାନ- କନ୍ଧମାଳ ଷ୍ଟାଡିୟମ୍, ଫୁଲବାଣୀ ।ତା-୨୩/୧୧/୨୦୨୫କନ୍ଧମଳର, ଫୁଲବାଣୀ ଚଳିତବର୍ଷ ପ୍ରତିବର୍ଷ ପରି ଆସନ୍ତା ନଭେମ୍ବର୨୬ ତାରିଖରେ କନ୍ଧମାଳ ଆମ୍ବେଦକର ସ୍ମୁତି କମିଟି ଦ୍ଵାରା ସମ୍ବିଧାନଦିବସ ପାଳନ କରାଯିବାକୁ ଥିବାବେଳେ ଏହାକୁ ଲୋକଭି।ମୁଖି କରିବା ପାଇଁ ନୂତନ ଭାବେଏକ ଫୁଟବଲ୍ ପ୍ରତିଯୋଗିତା ଆୟଜନ କରାଯାଇଅଛି ।ଏହି ପ୍ରତିଯୋଗିତା ୨୩ ନଭେମ୍ବର ରୁ ଆରମ୍ଭ ହୋଇ ୨୫ ନଭେମ୍ବର ରେ ଏହାର ଫାଇନାଲ ମ୍ୟାଚ୍ ହେବା । ଆଜି ପ୍ରତିଯୋଗିତା ଆରମ୍ଭ ହୋଇ ଦୁଇଟି ମ୍ୟାଚ୍ ଖେଳ ଯାଇଥିଲା ।ପ୍ରଥମ ମ୍ୟାଚ ରେ ଖଜୁରୀପଡ଼ା ବ୍ଲକ ଓ ଫୁଲବାଣୀ ବ୍ଲକ ମଧ୍ୟରେ ଖେଳ ଯାଇଥିଲା ଏହି ମ୍ୟାଚରେ ଫୁଲବାଣୀ ବ୍ଲକ ଏକ ଗୋଲ୍ ବ୍ୟବଧାନରେ ଖଜୁରୀପଡ଼ା ଏକାଦଶ କୁ ପରସ୍ତ କରିଥିବା ବେଳ ଦୂତିୟ ମ୍ୟାଚ୍ ଗୋଛପଡ। ଓ ଚକାପାଦ ମଧ୍ୟରେ ହୋଇଥିଲା, ଏହି ମ୍ୟାଚରେ ଗୋଛ। ପଡା ଏକାଦଶ ଚକ।ପ।ଦ ଏକାଦଶୀକୁ ଦୁଇଟି ଗୋଲ୍ ବ୍ୟବଧାନରେ ପରାସ୍ତ କରିଥିଲେ ।ଏହି କାର୍ଯ୍ୟ କ୍ରମରେ ଓଡ଼ିଶା ପ୍ରଶାସନିକ ଅଧିକାରୀ କନ୍ଧମାଳ, ଦୁଡା ପିଡି ପ୍ରଦୀପ କୁମାର ବଣୁଆ, ଜିଲ୍ଲା କ୍ରୀଡ଼ା ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ, ସମ୍ମାନିତ ଅତିଥି, ବରିଷ୍ଟ ଆଇନ ଜିବୀ ଆଦିତ୍ୟ ତ୍ରିପାଠୀ,ଆମ୍ବେଦକର ସ୍ମୁତି କମିଟିର ସଭାପତି ସମିର୍ ଘଟାଲ୍, କୁଇ ସମାଜ ଉପଦେଷ୍ଟା ଗୌତମ ପ୍ରଧାନ, ପ।ଣ ସମାଜ ସଭାପତି ପଙ୍କଜ ବେହେରା, ସ୍ମୁତି କମିଟି ର ଉପ ସଭାପତି ଦିବାକର ଦିଗାଲ, ସାଧାରଣସମ୍ପାଦକ ଆମ୍ବେଦକର ସ୍ମୁତି କମିଟି ସମୋନଥ ବାଗ, ସୁନିଲ ନାୟକ, ଉପସଭାପତି ସ୍ମୁତି କମିଟି,ମହେନ୍ଦ୍ର ଦିଗାଲ, ସମ୍ପାଦକ ସ୍ମୁତି କମିଟି, ଉଦ୍ଧବ ଚନ୍ଦ୍ର ଦିଗାଲ,ସଂଯୋଜକ ବିରେନ୍ଦ୍ର କହଁର ସଂଗଠକ ଭାଗିରଥି ସେଥି, ପ୍ରଶ୍ନ ବିଶୋଇ, ସମାଜସେବୀ, ସତ୍ୟନାରାୟଣ ବେହେରା ଖେଳ ସମ୍ପାଦକ ବିରାଜ ବେହେରା, କୁଷ। ଧ୍ୟକ୍ଷ ଶ୍ରୀ ବିନୋଦ କଂହ ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *