ବନ ବିଭାଗ ର ଚଢ଼ାଉ
ଭଦ୍ରକ ବ୍ଲକ ଅନ୍ତର୍ଗତ ବେନ୍ତାଳ ପଞ୍ଚାୟତ ସ୍ଥିତ ଏକ ସୋମିଲ ରେ ବନ ବିଭାଗ ପକ୍ଷରୁ ଚଢ଼ାଉ | ଏହି ଚଢ଼ାଉ ସମୟରେ ମିଲ ରେ ଥିବା ବହୁ ନାମୀ ଦାମୀ ବେଆଇନ କାଠ କୁ ଜବତ କରିଛି ବନ ବିଭାଗ | ଏହି ମିଲ ରେ ଦୀର୍ଘ ଦିନ ଧରି ବେଆଇନ ଭାବେ ନାମୀ ଦାମୀ କାଠ ବିକ୍ରି କରା ଯାଉଥିବାର ଅଭିଯୋଗ ଆସିଥିବା ବେଳେ ଆଜି ହଟାତ ଭଦ୍ରକ ବନ ବିଭାଗ ଏହି ଚଢ଼ାଉ କରି ଲକ୍ଷାଦିକ ମୂଲ୍ୟର କାଠ ଯନ୍ତ୍ରାସ ଜବତ କରିଛି |
