ଜଙ୍ଗଲ ବିଭାଗର ସଚେତନ କାର୍ଯ୍ୟକ୍ରମ
ଜଙ୍ଗଲ ବିଭାଗର ସଚେତନ କାର୍ଯ୍ୟ କ୍ରମ ପରେ ଅବୁଝା ଲୋକ ଜଙ୍ଗଲରେ ନିଆଁ ଲଗାଇବା ଦୁଃଖଦ ଘଟଣା । ଫୁଲବାଣୀ ତା ୧୮/୦୩/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗ ତ ସୁଡୁରୁ କୁମ୍ପା ଜଙ୍ଗଲ ରେ ବିଗତ ତ୧୬/୦୩/୨୦୫ ରିଖରେ ନିଆଲଗିବ। ଏକ ଦୁଃଖର ଘଟଣା ସତ, କିନ୍ତୁ ଜଙ୍ଗଲ ବିଭାଗ ତରଫରୁ ବିଭିନ୍ନ ପ୍ରକାର ସଚେତନ। କାର୍ଯ୍ୟକ୍ରମ କରିବା ପରେ ମଧ୍ୟ ଲକ ମାନେ ସଚେତନ। ନ ହେଇ ଜଙ୍ଗଲରେ ନିଆ ଲଗାଇବା ଦୁଃଖର ଘଟଣା ।ଜଙ୍ଗଲ ବିଭାଗ ତରଫରୁ ବିଭିନ୍ନ ସଚେତନ । କାର୍ଯ୍ୟ କ୍ରମ ଯଥା ପଥ ପ୍ରାନ୍ତ ନାଟକ, ଗ୍ରାମ ସଭା, ଏବଂ ଲୋକଙ୍କୁ ଟୀକାକରଣ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣି ବା ପାଇଁ କାର୍ଯ୍ୟକ୍ରମ ଏହି ଜଙ୍ଗଲ ବିଭାଗର ମହା ନତ। ଅଟେ । ଜଙ୍ଗଲକୁ ନିଆ ଦାଉରୁ ରକ୍ଷା କରିବା ପାଇଁ ବିଭାଗ ତରଫରୁ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସୂଚିତ କରାଯାଉଅଛି କି ? ଜଙ୍ଗଲରେ ନିଆ ଲାଗିବ ଦ୍ଵାରା ବିଭିନ୍ନ ପ୍ରକାର ର ଔଷଧୀୟ ଗଛତ ନଷ୍ଟ ହୋଇଯାଏ ।ତାହାରି ଫଳରେ ମାନବ ଜୀବନରେ ବହୁତ ଅସୁବିଧା ହେଇଥାଏ ।ତେଣୁ ଗଛ ମ ନଇଛ। ନ କଟିବ।, ଜଙ୍ଗଲ ରେ,ନିଆ ନ ଲଗେଇବା, ଜଙ୍ଗଲ ନଷ୍ଟ ନ କରିବ। ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ କରି ଜଙ୍ଗଲ ବିଭାଗ ତାହାର ମହାନତଦେଉଥିବ , ବେଳେ କିଛି ମଦ୍ୟପ ଓ ଅସାମାଜିକ ଲୋକ ନିଜର ଖଳ ପ୍ରକୃତିକୁ ଦର୍ଶାଇ ମନଇଚ୍ଛା ଜଙ୍ଗଲରେ ନିଆଲଗ।ଇବା।ତାଙ୍କରି ନିତିଦିନିଆ ଅଭ୍ୟାସ ହୋଇ ଗଲାଣି ।ତେଣୁ ଜଙ୍ଗଲବିଭାଗ ତର ଫରୁ ଅନୁରୋଧ କରାଯାଇ ଜଙ୍ଗଲରେ ନିଆ ନ ଲାଗ।ଇଇବା, ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ।
