କାଣ୍ଡଗୋଦା ଶ୍ରୀ ଶ୍ରୀ ତୃତୀୟା ଦେବ ବିଗ୍ରହଙ୍କ ବନକଲାଗି ଓ ମନ୍ଦିର ପୁନଃ ପ୍ରତିଷ୍ଠା

କାଣ୍ଡଗୋଦା ଶ୍ରୀ ଶ୍ରୀ ତୃତୀୟା ଦେବ ବିଗ୍ରହଙ୍କ ବନକଲାଗି ଓ ମନ୍ଦିର ପୁନଃ ପ୍ରତିଷ୍ଠା l ଭକ୍ତ ମନେଇସାହୁ ଙ୍କ ଜନ୍ମସ୍ଥାନ କାଣ୍ଡଗଦା, ଦୀର୍ଘ 500ବର୍ଷ ର ପୁରାତନ ଐତିହ୍ୟ ପୀଠ,ଏହି ମନ୍ଦିର ଭକ୍ତ ମନେଇସାହୁ ନିଜ ହସ୍ତ ରେ ପ୍ରତିଷ୍ଠା କରିଥିଲେ ବୋଲି କିମ୍ବଦନ୍ତୀ ଅଛି, ଆଜିକା ଦିନରେ ଏତେ ପୁରାତନ ବିଗ୍ରହ ବୋଧହୁଏ ଦେଖାଯିବା ବିରଳ, କିଛି ଦିନ ତଳେ କଣ୍ଡଗଦା ଗ୍ରାମ ର ଶ୍ରୀ ଜଗନ୍ନାଥ ମନ୍ଦିର ଗର୍ଭ ଗୃହ ରେ ଭୁଲ ବଶତ‌ ଅଗ୍ନି ସଂଯୋଗ ହୋଇ ଶ୍ରୀ ବିଗ୍ରହ ଙ୍କ ଅଙ୍ଗ ବସ୍ତ୍ର ପୋଡି ଯାଇଥିଲା, କିନ୍ତୁ ଶ୍ରୀ ବିଗ୍ରହ ଙ୍କ କୋୖଣସି କ୍ଷତି ହୋଇ ନଥିଲା, ପୁରୀ ଶ୍ରୀ ମନ୍ଦିର ମୁକ୍ତି ମଣ୍ଡପ ରେ ଥିବା ବିଜ୍ଞ ପଣ୍ଡିତ ଙ୍କ ଉପସ୍ଥିତ ରେ ଶ୍ରୀ ବିଗ୍ରହ ଙ୍କ ବନାକଲାଗି

କରିବା ପାଇଁ ପରାମର୍ଶ ଦେଇଥିଲେ, ବିଶ୍ୱ ପ୍ରସିଦ୍ଧ ରଥ ର ବରିଷ୍ଠ ମହାରଣା ସେବାୟତ ଶ୍ରୀ ବିଗ୍ରହ ଙ୍କୁ ଶ୍ରୀ ଜଗନ୍ନାଥ ଙ୍କ ରୂପ ରେଖକରିଥିଲେ, ଆଜି ତୃତୀୟା ଦେବ ଙ୍କ ବନକଲାଗି ନୀତି କରାଯାଇ ମନ୍ଦିର ପୁନଃ ପ୍ରତିଷ୍ଠା କରାଯାଇଛି, କର୍ତା, କାମଦେବ ରାଉତରାୟ, ମନେଇ ସାହୁ ସେବା ସଂସଦ ର ସଦଶ୍ୟ ଓ ଗ୍ରାମବାସୀ ଙ୍କ ଭକ୍ତି ସହଯୋଗ ରେ ଯଜ୍ଞ ର ପୂର୍ଣ୍ଣାହୁତି କରାଯାଇଛି ।

Leave a Reply

Your email address will not be published. Required fields are marked *