ପୂର୍ବତନ ସିଏମଙ୍କ ପୁଅକୁ ଆଜୀବନ ଜେଲ୍

ପୂର୍ବତନ ସିଏମଙ୍କ ପୁଅକୁ ଆଜୀବନ ଜେଲ୍ l ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅକୁ ଆଜୀବନ କାରାଦଣ୍ଡାଦେଶ….ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି…..୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ହାଇକୋର୍ଟ…..

Leave a Reply

Your email address will not be published. Required fields are marked *