ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଆଶ୍ୱସ୍ତି-ମୁକ୍ତ କରିବାକୁ ନିର୍ଦ୍ଦେଶ
ଓଲିଙ୍କୁ ମୁକ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ l ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଆଶ୍ୱସ୍ତି-ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ନେପାଳ ସୁପ୍ରିମକୋର୍ଟ-ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ମୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ-Gen-Z ପ୍ରତିବାଦ ଉପରେ ଦମନ ଘଟଣାରେ ଗିରଫ ହୋଇଥିଲେ ଓଲି
