ବଡ଼ବିଲରେ ରୋଡ଼ ପ୍ରକଳ୍ପର ଶିଳାନ୍ୟାସ l
ବଡ଼ବିଲରେ ରୋଡ଼ ପ୍ରକଳ୍ପର ଶିଳାନ୍ୟାସ l କେନ୍ଦୁଝର ବଡ଼ବିଲ ବାଇପାସ୍ ରିଂ-ରୋଡ଼ ପ୍ରକଳ୍ପର ଶିଳାନ୍ୟାସ….ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…..ବଡବିଲ୍ରେ ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ…..୨୪ଟି ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…..
