ଏମ୍ ସି ଏଲ ର ସହଯୋଗ ରେ ମଠ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ
Date:- 04/05/2025:- ଆଜି ଭଦ୍ରକ ୱାର୍ଡ ନମ୍ବର ୬ ମଠ ସାହି ଠାରେ ଏମ୍ ସି ଏଲ ର ସହଯୋଗ ରେ ନୂତନ ଶ୍ରେଣୀ ଗୃହ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ, ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସୂର୍ଯ୍ୟ ବଂଶୀ ସୁରଜ କରକମଳରେ ନୂତନ ଶ୍ରେଣୀ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଯାଇଛି। ଏ ସଭା ରେ ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର। ଭଦ୍ରକ ସାଂସଦ ଶ୍ରୀ ଯୁକ୍ତ ଅଭିମନ୍ୟୁ ସେଠୀ। ଭଦ୍ରକ ବିଡ଼ିଓ ରଶ୍ମି ରଞ୍ଜନ ବେହେରା।ସିଆର ସିସି ସମୀର ରଞ୍ଜନ ଜେନା, ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ସେଠୀ ଯୋଗ ଦେଇ ନିଜ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।
