ସ୍ବାମୀ ଅରୁପାନନ୍ଦ କଲେଜ ୧୯୯୧ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ 

ରଘୁନାଥପୁର ୨୩/୧:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ସ୍ବାମୀ ଅରୂପାନନ୍ଦ କଲେଜର ୧୯୯୧ ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କଏକ ବନ୍ଧୁମିଳନ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଶ ସଚେତନା କାର୍ଯ୍ୟକ୍ରମ ସହ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ବୃକ୍ଷ ରୋପଣ ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିବା ସହ ଛାତ୍ର ଛାତ୍ରୀ ମାନେ ବୃକ୍ଷ ରୋପଣ କାଟିଥିଲେ। ଏହି ବନ୍ଧୁମିଳନ ଉତ୍ସବରେ ସୁଶାନ୍ତ ବେହେରା, ସନ୍ତୋଷ ଦାଶ, ପବିତ୍ର ସ୍ବାଇଁ, କିଶୋର ଦାସ, ସୁବାଷ ଖୁଣ୍ଟିଆ,ଶୁଭେନ୍ଦୁ ରାଉତ, ପୁରୁଷୋତ୍ତମ ଦାସ, ଟୁକୁନା ରାଉତ, ବିଜୟ ସ୍ବାଇଁ, ଅଜୟ ଦାସ, ଅମୁଲ୍ୟ ପଣ୍ଡା, ପୁଷ୍ପାଞ୍ଜଳୀ ପଣ୍ଡା, ସ୍ନେହାସ୍ଵିନୀ ଚୋଧୁରୀ, ରାଜଲକ୍ଷ୍ମୀ ପଣ୍ଡା, ଗୀତାଞ୍ଜଳି ମହାନ୍ତି ଓ ପ୍ରଭାସିନୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *