ସାଂସଦଙ୍କ ବନ୍ଧୁମିଳନ
ଭୁବନେଶ୍ବର ସାଂସଦ ଶ୍ରୀମତି ଅପରାଜିତାଷଢଗୀଂ ତାକଂ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତଖୋର୍ଦ୍ଧାଜିଲା ବେଗୁନିଆ ବ୍ଲକର ୨୨,୨୩ଓ୨୪ନମ୍ବର ଜିଲାପରିଷଦଜୋନକୁ ନେଇ ଏକବ୍ଲକସ୍ତରୀୟ ବଂଧୁମିଳନୂସବ ଡିଂଗରଉଚ୍ଚବିଦ୍ୟାଳୟ ଖେଳପଡିଆଠାରେ ତାକଂରସମସ୍ତକର୍ମୀ ଓସ୍ଥାନୀୟ ଅଂଚଳର ଜନସାଧାରଣକୁଂ ନେଇ କରିଛନ୍ତି।ବିଜେପିରଖୋର୍ଦ୍ଧାଜିଲା ସଭାପତି ଶ୍ରୀ ରଶ୍ମିରଂଜନ ମହାପାତ୍ରକଂ ସଭାପତିତ୍ବରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ଅନ୍ୟମାନକଂ ମଧ୍ୟରେ ସାଂସଦକଂ ବୋଲଗଡବ୍ଲକପ୍ରତିନିଧି ତଥାପୂର୍ବତନ ବୋଲଗଡବ୍ଲକ ଅଧ୍ୟକ୍ଷ ଶ୍ରୀ ରଘୁନାଥଷଢଗୀଂ ମୂଖ୍ୟବକ୍ତା,ସାଂସଦକଂ ବେଗୁନିଆବ୍ଲକପ୍ରତିନିଧି ପ୍ରକାଶ ବିଜୁଳି ସ୍ବାଗତଭାଷଣ ପ୍ରଦାନକରିଥିବାବେଳେ ବେଗୁନିଆ ମଣ୍ଡଳସଭାପତିବାପି ପାଟଶାଣୀ,ସିକୋର ପୂର୍ବତନ ସରପଂଚସୁରେଶଚଂଦ୍ର ସାହୁ,କର୍ମୀ ବଟକୃଷ୍ଣ ସାହୁ,ଦେବରାଜ ପଲେଇ,ନରେଂଦ୍ର ମହାପାତ୍ର,ମିଥୁନ ପାଇକରାୟ ,ମନ୍ମଥ ମଲିକ ପ୍ରମୂଖସମ୍ନାନିତ ଅତିଥିଭାବେ ଯୋଗଦେଇସାଂସଦ ଶ୍ରୀମତି ଅପରାଜିତା ଷଢଗୀଂକଂଲୋକାଭିମୂଖି କାର୍ଯ୍ୟକ୍ରମ ଉପରେଆଲୋକପାତ କରିଥିଲେ।ଏହି ସଭାରେଆରିକିମା ମିଥୁନପାଇକରାୟକଂ ଦ୍ବିତୀୟଶ୍ରେଣୀରେ ପଢୁଥିବା କନ୍ୟା ପ୍ରିୟଦର୍ଶନୀକଂଇଂରାଜୀରେ ସ୍ବାଗତଭାଷଣ ସମସ୍ତ ଅତିଥିଓଉପସ୍ଥିତ ସମସ୍ତ ଜନସାଧାରଣକୁଂ ଆକୃଷ୍ଟକରିଥିଲା।ମୂଖ୍ୟଅତିଥି ଶ୍ରୀମତି ଷଢଗୀଂପୁଷ୍ପଗୁଛ ଓ ଉତରୀୟଦେଇ ଏହି ଛୋଟବାଳିକାଟିକୁ ସମ୍ବର୍ଧିତ କରିଥିଲେ।ଶେଷରେ ସୁରେଶସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
