ଗବେଷକ ସୁନୀଲ ରଥଙ୍କ ଦଶାହ

ଗବେଷକ ସୁନୀଲ ରଥଙ୍କ ଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ସ୍ଥାନୀୟ ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପ୍ରଫେସର କୃଷ୍ଣଚନ୍ଦ୍ର ମିଶ୍ର, ପ୍ରଫେସର ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଡକ୍ଟର ନରେଶ ଦାଶ, ପ୍ରଫେସର ଶରତ ସାହୁ, ମାନସ ରଞ୍ଜନ ମହାପାତ୍ର, ଡକ୍ଟର ଭାସ୍କର ମିଶ୍ର, ବୀରେନ୍ଦ୍ର ମହାନ୍ତି, ସଦାଶିବ ମିଶ୍ର, ଡକ୍ଟର ଶଙ୍କର୍ଷଣ ପ୍ରଧାନ, ଡକ୍ଟର ହରପ୍ରିୟା ଦାଶ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ବିପିନ ବିହାରୀ ଦଳାଇ ପ୍ରମୁଖ ସ୍ମୃତିଚାରଣ କରିଥିଲେ ।ଏହି ସଭାରେ ଶୂନ୍ୟରେ ସୁନୀଲ ଏକ ସ୍ମରଣିକା ଲୋକାର୍ପିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ମହାରାଣା, ଜାନକୀ ବଲ୍ଲଭ ଦାଶ, ଲୋକନାଥ ମହାନ୍ତି, ରାଧାକାନ୍ତ ଦାସ, ଲିଙ୍ଗରାଜ ବିଶ୍ୱାଳ, ଶ୍ୟାମପ୍ରକାଶ ସେନାପତ, ଶିବ ସୁନ୍ଦର ମିଶ, ବଦ୍ରି ମିଶ୍ର,ରଚିତା ରାଉତରାୟ, ମିନତି ମିଶ୍ର, ମିନତି ପଟ୍ଟନାୟକ, ବିପିନ ବିହାରୀ ଦଳାଇ, ଅନ୍ନପୂର୍ଣ୍ଣା ଦେବୀ, ଅଜୟ ପ୍ରଧାନ, ପ୍ରବାସିନୀ ମିଶ୍ର, ପୈ। ର୍ଣ୍ଣମାସୀ ଦେବୀ, ଭାଇ,ପୁତ୍ର, କନ୍ୟା, ପତ୍ନୀ, ବନ୍ଧୁ ଓ ପରିବାର ବର୍ଗ ଏବଂ ଶତାଧିକ ସାହିତ୍ୟ ସଂସ୍କୃତିକୁ ଭଲ ପାଉଥିବା ବ୍ୟକ୍ତି ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *