ଆମ ଗହଣ ରେ ନାହାନ୍ତି ଯୁବ ସାମ୍ବାଦିକ ଅଶୋକ ମିଶ୍ର

ଆମ ଗହଣ ରେ ନାହାନ୍ତି ଯୁବ ସାମ୍ବାଦିକ ଅଶୋକ ମିଶ୍ର ।l ତା ୨୨/୦୩/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫ୍ ସି ସି ଆଇ ଛକ ଅରୋବିନ୍ଦ ନଗର ବାସିନ୍ଦା ତଥା ଫୁଲବାଣୀ ର ସୁପରିଚିତ ସାମ୍ବାଦିକ ଶ୍ରୀ ଅଶୋ କ ମିଶ୍ର ଙ୍କ ଗତ କାଲି ବିଳମ୍ବିତ ରାତିରେ ତା କରି ମୃତୁ ହୋଇ ଯାଇଥିଲା ମୃତୁ ବେଳକୁ ତାଙ୍କୁ ୪୫ବର୍ଷ ହେଇଥିବା ଅନୁମାନ କରାଯାଇଥିଲା । ସ୍ବର୍ଗତ ଅଶୋକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଫୁଲବାଣୀ ମେଡିକାଲ୍ ରେ ଭର୍ତି କରାଯାଇ ଥିଲା । ଚିକିତ୍ସ ଅବସ୍ଥାରେ ତାଙ୍କରି ମୃତୁ ହୋଇଥିଲା । ଅଶୋକ ଙ୍କ ମୃତୁ ଖବର ପାଇଁ ସାରା ଫୁଲବାଣୀ ସହରରେ ଶକର ଛାୟା ଖେଳି ଯାଇଥିଲା ,ଅଶୋକ ଜଣେ ଉଚ୍ଚକୋଟୀର ସାମ୍ବାଦିକ ଥିଲେ, ସେ ସଦା ସର୍ବଦା ପରପକ।ରି, ଉଚ୍ଚ। ଭି ଳ। ସି ଥିଲେ । ଫୁଲବାଣୀ ସହର ପାଇଁ ସୁ ଚିନ୍ତକ ଥିଲେ । କିଛି ଦିନ ତଳେ ନିଜ ଗ୍ରାମ ରେ ମନ୍ଦିର ପତିଷ୍ଟ।, ଗ୍ରାମରେ ଦଣ୍ଡ ନୃତ୍ୟ , ଗ୍ରାମର ଭଲ ମନ୍ଦ , ସମସ୍ତଙ୍କ ଭଲ ମନ୍ଦ୍ ରେ ଭାଗ ନେଇ ଗ୍ରାମରେ ପ୍ରୀୟଭାଜନ ହୋଇଥି ଲେ ।

Leave a Reply

Your email address will not be published. Required fields are marked *