ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା ଉତ୍ସବ
ପୁରୀ ବେହେରା ସାହି ସ୍ଥିତ ଗଜଲକ୍ଷ୍ମୀ କ୍ଳବ ପ୍ରାଙ୍ଗଣରେ 30ତମ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା ଉତ୍ସବ 6/10 ଠାରୁ ଆୟୋଜନ କରାଯାଇ12/10ବିସର୍ଜନ କରାଯାଇଥିଲା, ଏହି ଗଜଲକ୍ଷ୍ମୀ ପୂଜା ଉତ୍ସବ ରେ ପୂର୍ବତନ ବିଧାୟକ ଶ୍ରୀ ଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ଗଜଲକ୍ଷ୍ମୀ କ୍ଳବ ର ଉର୍ନତି କାମନା କରିଥିଲେ, ଏହି କ୍ଳବ ର ସଭାପତି ତ୍ରିନାଥ ବେହେରା, ଉପ ସଭାପତି ବସନ୍ତ ବେହେରା, କୋଷାଧକ୍ଷ କପିଳାସ ବେହେରା, ଓ ପରିଚଳନା କମିଟି ସଦର୍ଶ ସଠିଆ ବେହେରା, ବିନୋଦ ବେହେରା, ପ୍ରଭାକର ବେହେରା, ଲିଟନ ବେହେରା, ସୁକାନ୍ତ ପଟନାୟକ, କବି ବେହେରା, ଭରତ ଜେନାଉପସ୍ଥିତ ରହି ଗଜଲକ୍ଷ୍ମୀ ଙ୍କ ଭସାଣି ଯାତ୍ରା ସୁଚାରୁ ରୂପେ ଶେଷ କରିଥିଲେ
