ଆମ ଆଦମୀ ପାର୍ଟିର ବନ୍ଧୁ ମିଳନ

ଆସିକା ୧୫/୦୩/୨୬ ରବିବାର ଦିନ ମା ବୁଢ଼ା କେନ୍ଦୁ ପୀଠରେ ‘ଆମ‌‌‌ ଆଦମୀ ପାର୍ଟିର ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାନ ସଭା ମଣ୍ଡଳୀର ସଭାପତି ରଞ୍ଜିତ କୁମାର ତ୍ରିପାଠୀଙ୍କ ତ୍ବାବଧାନରେ ମୁଖ୍ୟ ଅତିଥି ରୂପେ ସୁବାଷ ରାଉତ ,ଆସିକା ଲୋକ ସଭା ଆବାହକ ଭଜରାମ ସାବତ , ଆସିକା ବିଧାନ ସଭା ଆବାହକ ରଞ୍ଜନ କୁମାର ରାଉତ, ଗଞ୍ଜାମ ଜିଲ୍ଲା ଯୁବ ସଭାପତି ନିଳକଣ୍ଠ ରେଡ୍ଡୀ, ହିଞ୍ଜିଳିକାଟୁ ପୌରାଞ୍ଚଳ ପରିଷଦ ନଗର ସଭାପତି ସ୍ବାଧିନ ସାହୁଙ୍କ ପ୍ରମୁଖ ବହୁ ଦଳୀୟ କର୍ମି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *