ବନ୍ଧୁକ କାରାଖାନା ରେ ଚଢାଉ

ବନ୍ଧୁକ ତିଆରି ସହିତ ବହୁ ମାରଣାସ୍ତ୍ର ଜବତ ସହ ଜଣେ ଗିରଫ। ଘଟଣା ଘଟିଛି , ରାଇକିଆ ଥାନା ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତ ରିସିଗୁଡା ଗ୍ରାମରେ କୌଣସି ପ୍ରକାରେ ଖବର ପାଇ ରାଇକିଆ ପୋଲିସ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫକରି କୋର୍ଟ ଚାଲାଣ କରିଛି ରାଇକିଆ ପୋଲିସ।ଅଭିଯୁକ୍ତ ଜଣକ ନାମ ରେ, ରିଷିଗୁଡା ଗ୍ରାମ ର ମୁନିବର ମଲିକ ତାଙ୍କ ନାମ ରେ ଆଗରୁ ମଧ୍ୟ ବିଭିନ୍ନ ପ୍ରକାର ଅପରାଧିକ ମାମଲା ରହିଥିବା ସୂଚନା ପ୍ରଦାନ କରିଛନ୍ତି ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ।

Leave a Reply

Your email address will not be published. Required fields are marked *