ବାଲୁକା ଆନିମେସନ ମାଧ୍ୟମରେ ଗୋବିନ୍ଦ ଦ୍ୱାଦଶୀ ସ୍ନାନକୁ ଉପସ୍ଥାପନ କରିଛନ୍ତି

ବାଲୁକା ଆନିମେସନ ମାଧ୍ୟମରେ ଗୋବିନ୍ଦ ଦ୍ୱାଦଶୀ ସ୍ନାନକୁ ଉପସ୍ଥାପନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସକୁମାର ସାହୁ | ଏହି ଆନିମେସନରେ ମାନସ ନାରାୟଣ ଘାଟରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ସ୍ନାନର ଆଧ୍ୟାତ୍ମିକ ମହତ୍ତ୍ୱକୁ ଅତି ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି | ଏଥିରେ ଭକ୍ତି, ପବିତ୍ର ଆନୁଷ୍ଠାନିକ ଵିଧି ଓ ସାଧୁସନ୍ଥଙ୍କ ଚିତ୍ର ରହିଛି |

ଗୋବିନ୍ଦ ଦ୍ୱାଦଶୀ ବୁଡ଼ର ଧାର୍ମିକ ଗୁରୁତ୍ୱ ଓ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିର କାଳଜୟୀ ପରମ୍ପରା ବିଷୟରେ ସଚେତନତା ପ୍ରସାର କରିବା ଏହି କଳାକୃତିର ଲକ୍ଷ୍ୟ ରହିଥିବା କହିଛନ୍ତି ମାନସ

Leave a Reply

Your email address will not be published. Required fields are marked *