CECଙ୍କ ବିରୋଧରେ ମହାଅଭିଯୋଗ ଖାରଜ
CECଙ୍କ ବିରୋଧରେ ମହାଅଭିଯୋଗ ଖାରଜ lମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବିରୋଧରେ ମହାଅଭିଯୋଗ ଖାରଜ-CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ-ମହାଅଭିଯୋଗ ପ୍ରସ୍ତାବକୁ ଖାରଜ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା-CECଙ୍କୁ ବହିଷ୍କାର ପାଇଁ ଲୋକସଭା ଓ ରାଜ୍ୟସଭାରେ ନୋଟିସ୍ ହୋଇଥିଲା-୧୯୩ ସାଂସଦଙ୍କ ସ୍ବାକ୍ଷର ଥିବା ଏକ ନୋଟିସ ସଂସଦରେ ଦେଇଥିଲେ ବିରୋଧୀ-ଲୋକସଭାର ୧୩୦ ଜଣ ଓ ରାଜ୍ୟସଭାର ୬୩ ଜଣ ସାଂସଦଙ୍କ ସ୍ବାକ୍ଷର ଥିଲା-ତୃଣମୂଳ କଂଗ୍ରେସ (ଟିଏମସି) ନେତୃତ୍ବରେ CECଙ୍କ ନାଁରେ ନୋଟିସ୍ ହୋଇଥିଲା-ଏସ୍ଆଇଆର୍ ସମୟରେ ପକ୍ଷପାତିତା ଭଳି ମୋଟ୍ ୭ଟି ଅଭିଯୋଗ ହୋଇଥିଲା-ବିଜେପିକୁ ସୁହାଇଲା ଭଳି ସିଇସି କାମ କରୁଥିବା ବିରୋଧୀ ଅଭିଯୋଗ କରିଥିଲେ l
