ପୁରୀ ରୋଟାରୀ କ୍ଳବ୍ ଓ inner Wheel Club ତରଫରୁ ୫ସେପ୍ଟେମ୍ବର ଶୁକ୍ରବାର ସନ୍ଧ୍ୟା ରେ ଗୁରୁ ଦିବସ ପାଳନ କରଯାଇଥିଲା

ପୁରୀ ରୋଟାରୀ କ୍ଳବ୍ ଓ inner Wheel Club ତରଫରୁ ୫ସେପ୍ଟେମ୍ବର ଶୁକ୍ରବାର ସନ୍ଧ୍ୟା ରେ ଗୁରୁ ଦିବସ ପାଳନ କରଯାଇଥିଲା କ୍ଲବ୍ରର ସଭାପତି Rotarian ରତିକାନ୍ତ ନାୟକ ଏଥିରେ ସଭାପତିତ୍ବ କରିଥିଲେ ଶ୍ରୀମନ୍ଦିର ପୁରୋହିତ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କ୍ଲବ ର ଲାଇଟରେସୀ ଚେୟାର ମ୍ୟାନ୍ ରବିନାରାୟଣ ମିଶ୍ର ସବାମଞ୍ଚ ରେ ଉପବିଷ୍ଟ ଥିଲେ ରୋଟାରୀ ପରମ୍ପରା ରେ ନେସନାଲ ବିଲ୍ଡର୍ସ ଡେ ପାଲିନ ଉତ୍ସବରେ ଶିକ୍ଷକ ଗୁରୁ ଯୋଗ ଗୁରୁ ଶିଳ୍ପିଗୁରୁ କ୍ରୀଡା ଗୁରୁମାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା ବହୁସଂଖ୍ୟାରେ ରୋଟାରୀ ଓ inner Wheel Club ra ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ରହିଥିଲେ ମୁଖ୍ୟ ଅତିଥି ଶିକ୍ଷା ଶିକ୍ଷକ ଓ ଗୁରୁ ପରମ୍ପରା ବର୍ଣ୍ଣ ମାଧ୍ୟମ ରେ ପରିବର୍ତ୍ତନଶୀଳ ସମୟ ବିଷୟରେ ଚର୍ଚ୍ଚା କରୁଥିଲେ ଅଷ୍ଟ ବକ୍ର ଓ କବୀର ଙ୍କଭଳି ଗୁରୁଙ୍କ ଉଦାହରଣ ଦେଇ ସମ୍ବର୍ଦ୍ଧିତ ହୋଇଥିବା ଗୁରୁମାନେ ପଣ୍ଡିତ ସତ୍ୟ ନାରାୟଣ ଦାସ ବୁଲୁ ବିରେଣ୍ଡର କୁଜୁର୍ ସସ୍ମିତା ମହାରଣା ବିଭୂତି ଭୂଷଣ ସାହୁ ସୁଜାତା ଦାସ ସୁଜାତା ରଥ ମନୋଜ ମୁଖାର୍ଜୀ ଦେବଦତ୍ତ ମହାରଣା ଡକ୍ଟର ଅରୋଜଇତ ପ୍ରୋଫ ସୁଧୀର ଦାସ ଅପରାଜିତା

ଗୋଛିକାର ଓ ପଦ୍ମିନୀ ମହାନ୍ତି ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ରୋଟାରୀ କ୍ଲବ ର ସଭ୍ୟ ଶିକ୍ଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ଦିବଂଗତ ସଭ୍ୟା ଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ପଣ୍ଡିତ ସତ୍ୟନାରାୟଣ କୋଲାଲ ଗାଙ୍ଗୁଲି ସସ୍ମିତା ଦାସ ପ୍ରଭୁତି ଉତ୍ତର ରଖିଥିଲେ ବରିଷ୍ଠ ସଭ୍ୟ ଗୋକୁଲି ପଟ୍ଟନା ୟକ ନରେନ୍ଦ୍ର ପାତ୍ର କୁଲୁ ପତି ଜୟ ଦାସଗୁପ୍ତ ମାୟାଧର ମହାରଣା ଅଜୟ ଶାହ ବଦ୍ରି ପାତ୍ର ସନ୍ତୋଷ ଲେଙ୍କା ଶୁଭ୍ରାଂଶୁ ମହାପାତ୍ର କେଦାର ଚୌଧୁରୀ ସନ୍ତୋଷ କୁମାର ପାତ୍ର କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ Inner Wheel Club ସଭାନେତ୍ରୀ ବିଦ୍ୟୁତ୍ ପ୍ରଭା ଧନ୍ୟ ବାଦ ଅର୍ପଣ କରିଥିଲେ ସଭା ପରେ ବନ୍ଧୁମିଳନ ରାତ୍ର ଭୋଜନ ଓ ମହାପ୍ରସାଦ ସେବନ ହୋଇଥିଲା ସଭାପତି ନାୟକଙ୍କୁ ପୂର୍ଣ୍ଣ ସହଯୋଗ ଦେଇଥିଲେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

Leave a Reply

Your email address will not be published. Required fields are marked *