ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତଙ୍କୁ
ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତଙ୍କୁ 🙏💐🌹❤️
ହସ ଖୁସିର ପସରା ବାଣ୍ଟି ସୁସ୍ଥ, ସ୍ୱାଛନ୍ଦରେ ପୁରି ଉଠୁ ସମସ୍ତଙ୍କର ମନ ଉପବନ ❤️❤️🌹🌹
ପୁରୁଣା ବରଷ ରହିଯାଉ ସିନା
ସ୍ମୃତିର ଝଲକ ହୋଇ
ନୂତନ ବର୍ଷର ସୁପ୍ରଭାତ ଆସୁ
କେତେ ଆଶା ଖୁସି ନେଇ |
ଜଗତର ନାଥ ଜଗନ୍ନାଥ ପାଦେ
ଏତିକି ପ୍ରାର୍ଥନା ମୋର
ଅପସରି ଯାଉ ଅକାଳ ବାଦଲ
ଭାଗ୍ୟ ଆକାଶୁ ସଭିର |
କୃପା ଆଢୁଆଳ କରି ରଖିଥାନ୍ତୁ
ତାଙ୍କ ଛତ୍ର ଛାୟା ତଳେ
ହିଂସା ଦ୍ୱେଷ ଠାରୁ ଦୂରେ ରହି ବାକୁ
ଶକତି ଦେଇ ସକଳେ |
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏
ଜୟ ମାଆ ଜଗତ ଜନନୀ ତାରିଣୀ 🙏
ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରାକାଳୀ କପାଳିନୀ
ଦୁର୍ଗା କ୍ଷମା ଶିବାଦ୍ଧାତ୍ରୀ ସ୍ଵଧା ସ୍ୱାହା ନମସ୍ତୁତେ 🙏🙏💐💐🌹🌹
