ହର ଘର ତ୍ରିରଙ୍ଗା

ଆଜି ବାଲିନୋଳିଆ ସାହି (ଖ ) ଅଙ୍ଗନୱାଡି କେନ୍ଦ୍ର ରେ” ହର ଘର ତ୍ରିରଙ୍ଗା “ଓ ଆସ ବୁଲିଯିବା ଅଙ୍ଗନୱାଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ସମନିତ୍ୱ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିନୋଦିନୀ ତ୍ରିପାଠୀ, ଯାଞ୍ଚ କମିଟି ର ସଭ୍ୟ, ସଭ୍ୟା, ଅଙ୍ଗନୱାଡି କର୍ମୀ, ଓ ସହାୟିକା ଉପସ୍ଥିତ ଥିଲେ.ଏଥିରେ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ତ୍ରିପାଠୀ ମାଡାମ କିପରି ପ୍ରତିଦିନ ଅଙ୍ଗନୱାଡି ବୁଲିଯିବା. ସେଠି ପିଲାଙ୍କ ର ପରିଷ୍କାର ପରିଚ୍ଛର୍ଣ୍ଣ ଦେଖିବା. ଖାଦ୍ୟ ର ମାନ ଠିକ ଅଛି କୀ ନାହିଁ ଦେଖିବା. ଆମ୍ଭ ମାନଙ୍କର ଦାୟିତ୍ୱ କୁ ସରକାର ତୁମ୍ଭମାନଙ୍କୁ ଦେଇଛନ୍ତି. ତେଣୁ ପ୍ରତେକ ଦିନ ଆସି କେନ୍ଦ୍ର ବୁଲିବା. ଆଉ ଯେହେତୁ ଆଗକୁ august15 ଆସୁଛି ତେଣୁ ସରକାର କହିଛନ୍ତି ‘ହର ଘର ତ୍ରିରଙ୍ଗା ” କାର୍ଯ୍ୟକ୍ରମ କରିବା. ଆଉ ଘରେ ଘରେ ତ୍ରିରଙ୍ଗା ଉଡାଇବା.
ପରେ ସହାୟିକା ମଧ୍ୟ ପିଲାଙ୍କ ହାତ ଧୁଆଇ ଖାଇବାକୁ ଦେଇ ଥିଲେ. ପରେ କର୍ମୀ ସମସ୍ତଙ୍କୁ ନେଇ ସାହି ସାହି ରେ ତ୍ରିରଙ୍ଗା ବଣ୍ଟନ କରିଥିଲେ. ପରେ ଯାଞ୍ଚ କମିଟି ର ସଭ୍ୟା ପି ଗୌରୀ ନାଇଡ଼ୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ.

Leave a Reply

Your email address will not be published. Required fields are marked *