କନ୍ଧମାଳରେ ସଂଘଟିତ ଓ ଅଣସଂଗଠିତ ଶ୍ରମିକ ଙ୍କ ପାଇଁ ସହାୟତା କେନ୍ଦ୍ର

କନ୍ଧମାଳରେ ସଂଘଟିତ ଓ ଅଣସଂଗଠିତ ଶ୍ରମିକ ଙ୍କ ପାଇଁ ସହାୟତା କେନ୍ଦ୍ର ।କନ୍ଧମାଳ ତା ୦୯/୦୫/୨୦୨୫ ଫୁଲବାଣୀ ଆଜି ସ୍ଥାନୀୟ ମ।ଦିକୁ ନ୍ଦା ଛକ ଠାରେ ଜିଲ୍ଲା ଆଇନସେବ। ପ୍ରାଧିକରଣ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଙ୍କ ଉଦ୍ୟମରେ ଜିଲ୍ଲାର ଜିଲ୍ଲା, ଶ୍ରମ ଅଧିକାରୀ ବିଶ୍ବରଂଜନ କହଁର,ଗ୍ରାମୀଣ ଶ୍ରମ ନିରୀକ୍ଷକ ହେମନ୍ତ କୁମାର ପଟ୍ଟା,ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧିକାରୀ ମିତ୍ର ଅଶୋକ କୁମାର୍ ପ୍ରଧାନ,ଶ୍ରୀ ପ୍ରଦୀପ କହଁରଙ୍କ ଚେଷ୍ଟାରେ ଏକ ସଚେତନ। ଷ୍ଟଲ୍ କରି ଅତ୍ୟଧିକ ଖର।କୁ ବ୍ରୁଖେପ ନ କରି ଶ୍ରମିକ ମାନଙ୍କୁ ବୁଝ। ସୁଝ। କରି ସେମାନଙ୍କୁ ସରକାରଙ୍କ ଶ୍ରମ କାର୍ଯ୍ୟାଳୟରେ ରେଜିଷ୍ଟ୍ ଭୁକ୍ତ କରି ଖଣ୍ଡେ ଖଣ୍ଡେ ଲେବର୍ କାଡ କରି ସରକ।ର କରିଥିବା ବିଭିନ୍ନ ପ୍ରକାର ସୁବିଧା ସେମାନେ କିପରିଭ।ବରେ ପାଇପାରିବେ ଯଥା – ପ୍ରସୂତି କାଳୀନ ସାହାଯ୍ୟ, ମୃତ୍ୟୁ କାଳୀନ ସାହାଯ୍ୟ, ଶିକ୍ଷା କ୍ଷେତ୍ରରେ ଶ୍ରମିକ ମାନଙ୍କ ପିଲାଛୁଆ କିପରି ଭ।ବାରେ ପାଇପାରିବେ ସେସବୁ ଏହି ଶ୍ରମିକ ସହାୟତା କେନ୍ଦ୍ରରେ ଶ୍ରମିକ ମାନଙ୍କୁ ବୁଝାସୁଝା କରିବା ଟା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *