ଚାଷୀଙ୍କ ଧାନ ବିକ୍ରୀକୁ ମୁର୍ଦା କରି ଦୀର୍ଘ ଦିନ ପରେ ରାସ୍ତାକୁ ଓହ୍ଲା ହିଲ୍ଲା

ଜଗତସିଂହପୁର ୨୧. ୨- ଦୀର୍ଘ ୧୯ ମାସ ପରେ ବିଜୁଜନତା ଦଳ ଜଗତସିଂହପୁର ଜିଲ୍ଲାରେ ଆଖିଦୃଷ୍ଟିୟା ବିରୋଧୀଦଳ ଭୁମିକା ଆଜି ପର୍ଯ୍ୟନ୍ତ ନେଇ ପାରିନଥିଲା l ଆଜି ପ୍ରଥମ କରି ଚାଷୀ ମୃଦା କୁ ନେଇ ରାସ୍ତାକୁ ଓହ୍ଲାଲି ଥିଲା l ହେଲେ ହେଲେ ଖୋଦ ଜଗତସିଂହପୁର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହୁ, କହୁ କହିଦେଲେ ଯେ ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଗାଦୀରୁ ନହଟିଛନ୍ତି l ଏହା ଶୁଣିବା ପରେ କର୍ମୀମାନଙ୍କ ମଧ୍ୟରେ ହାସ୍ୟ ରୋଳ ସୃଷ୍ଟି ହୋଇଥିଲା, କେତେକ କର୍ମୀ କୁହନ୍ତି କହୁ ଖୁ କହିଦେଲେ ପ୍ରଶାନ୍ତ l ଆଜିର ଏହି ଶୋଭାଯାତ୍ରା ଜିଲ୍ଲାର କଲେଜ ଛକ ନିକଟରୁ ବାହାରି ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଏକ ପ୍ରତିବାଦ ସଭାକାରୀ, ରାଜ୍ୟପାକଙ୍କ ଉଦେଶ୍ୟରେ ଦାବିପତ୍ର ଉପଜିଲ୍ଲା ପାଳ ନୁ ଦେଇଥିଲେ l ଆଜିର ଏହି ଚାଷୀ ନକ ଦାବିକୁ ନେଇ ବିଜେଡି ଦଳ ପ୍ରଥମ କରି ରାସ୍ତାକୁ ଓହ୍ଲl ଇଥିଲା l ଏଥିରେ ଯୋଗଦେଇଥିଲେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ତ୍ରି୍ତୋଲର ରମାକାନ୍ତ ଭୋଇ , ଏରସମା ର ଶାରଦା ପ୍ରସନ ଜେନା, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତ ରାୟ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ୱୀପର ଵାପି ସରଖେଲ, ବିଭିନ୍ନ ବ୍ଲକର ଅଧକ୍ଷ, ସରପଞ୍ଚ, ସମିତି ସଭ୍ୟ ଓ ବରିଷ୍ଠ, କନିଷ୍ଠ କର୍ମୀ ମନେ l ଦଳତରଫରୁ ଦାବିଗୁଡିକ ମଧ୍ୟରେ ଚାଷୀମାନଙ୍କ ଧାନକୁ ମଣ୍ଡିରେ କଟନୀ, ଛଟଣି ନକରି ମିଲର ମନେ ଧାନ କିଣିବା, ନାରୀ ସୁରକ୍ଷା ଯୋଗାଇ ଦିଆଯିବା, ବେକାରୀ ସମସ୍ୟା ଦୁରକରିବା ଭଳି କେତେକ ଦାବି ରଖଯାଇଥିଲା l

Leave a Reply

Your email address will not be published. Required fields are marked *