ସଫ୍ଟୱୟାର ଇଞ୍ଜିନିୟର ହେବି : ରତିକାନ୍ତ.ତିହିଡି ବ୍ଲକ କୁବେରା ପଞ୍ଚାୟତ ର ଜଗନ୍ନାଥ ମନ୍ଦିରରେ ଏକ ସମ୍ବର୍ଦ୍ଧନା ସଭାରେ ପ୍ରକାଶ କରିଛନ୍ତି।

Date:- 22/05/2025Place:- Bhadrak ତିହିଡ଼ି ବ୍ଳକ କୁବେରା ପଞ୍ଚାୟତର ଲକ୍ଷ୍ମୀଧର ନାୟକଙ୍କ ପୁଅ ରତିକାନ୍ତ ନାୟକ। ଚଳିତ ବର୍ଷ ବିଜ୍ଞାନରେ ୬୦୦ରୁ ୫୬୨ ନମ୍ବର ରଖି ଭଦ୍ରକ କଲେଜ ବିଜ୍ଞାନ ଟପର ହୋଇଛନ୍ତି । ଭବିଷ୍ୟତରେ ସଫ୍ଟୱେୟାର ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା ରତିକାନ୍ତ ପ୍ରକାଶ କରିଛନ୍ତି । ଆଜି ତିହିଡି ବ୍ଲକ ଅନ୍ତର୍ଗତ କୁବେରା ପଞ୍ଚାୟତ ର ଏକ ଜଗନ୍ନାଥ ମନ୍ଦିର ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଗ୍ରାମ ର ବହୁ ବରିଷ୍ଠ ବିଜ୍ଞ ଆଇନ ଯିବି ଉତ୍ତରୀ ଫୁଲ ଗୁଛ ଦେଇ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ରତିକାନ୍ତ ନାୟକ ପୂର୍ବରୁ ୫ ଘଣ୍ଟା ପରିଶ୍ରମ କରୁଥିଲେ । ଗତ ୫ ମାସ ହେଲା ୧୦ ଘଣ୍ଟା ସମୟ ପାଠ ପଢ଼ିବା ପାଇଁଁ ସମୟ ଦେଉଥିଲେ । ବାପା, ମା’ ଓ ଆରଏନଟି କୋଚିଂ ସେଣ୍ଟରର ନିର୍ଦ୍ଦେଶକ ଶୁଭେନ୍ଦୁ ଶଙ୍କର ଲେଙ୍କା ସାର ଓ ଗୌରାଙ୍ଗ ସାର ଭରତ ସାର୍ ରମାକାନ୍ତ, ସାର୍ ରାଉଳ ସାରଙ୍କ ପରାମର୍ଶ କ୍ରମେ ପାଠ । ପଢୁଥିଲି। ଏମାନଙ୍କ ଆଶୀର୍ବାଦ କ୍ରମେ ଏହି ସଫଳତା ପାଇ ପାରିଛି। ଭଦ୍ରକ ମାଟି ର ତିହିଡି ବ୍ଲକ ଅନ୍ତର୍ଗତ କୁବେରା ପଞ୍ଚାୟତ ର ଗୈାରବ ଆଣି ଦେଇଛନ୍ତି ରତିକାନ୍ତ ନାୟକ ବହୁ ଗ୍ରାମ ବାସୀ ଉପସ୍ଥିତ ଥିଲେ।,

Leave a Reply

Your email address will not be published. Required fields are marked *