ବେଆଇନ୍ ମଦ କାରବାର, ଅଭିଯୁକ୍ତ କୋର୍ଟ ଚାଲାଣ

କୋଣାର୍କ – ସୋମବାର ସକାଳେ ରାମଚଣ୍ଡୀ ପୋଲିସ ପକ୍ଷରୁ ବାଲିକପିଳେଶ୍ଵର ମନ୍ଦିର ଠାରେ ଥିବା ଏକ ମିଠା ଦୋକାନରେ ବେଆଇନ୍ ମଦ କାରବାର ନେଇ ଅଚାନକ ଚଢ଼ାଉ କରାଯାଇଥିଲା। ଚୋରା ବେପାରୀ ତରକୋର ଗ୍ରାମର ଶ୍ୟାମସୁନ୍ଦର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଦୋକାନରୁ ୪୦ବୋତଲ ଆସ୍କା ଫର୍ଟି ଓ ୭ ବୋତଲ ବିଅର ଜବତ କରାଯାଇଛି

Leave a Reply

Your email address will not be published. Required fields are marked *