ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଚରଣ ବିଧି କାର୍ଯ୍ୟକାରୀ କର

ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଚରଣ ବିଧି କାର୍ଯ୍ୟକାରୀ କର । ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ କରିବାକୁ ନୋଟିସ୍-ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନକୁ ନୋଟିସ୍-ଶିକ୍ଷାନୁଷ୍ଠାନରେ କଠୋର ଅନୁପାଳନ କରିବାକୁ ନିର୍ଦ୍ଦେଶ-ଶିକ୍ଷାନୁଷ୍ଠାନ ପୁସ୍ତିକା, ନାମଲେଖା କିଟ୍‌ରେ ଆଚରଣ ବିଧି ସାମିଲ୍ ନିର୍ଦ୍ଦେଶ-ଛାତ୍ରଛାତ୍ରୀ ହ୍ୟାଣ୍ଡବୁକ୍ ଓ ଅଫିସିଆଲ୍ ୱେବସାଇଟ୍‌ରେ ବି ସାମିଲ୍‌ କରିବାକୁ ନିର୍ଦ୍ଦେଶ-ସଚେତନତା ମାଧ୍ୟମରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅବଗତ କରାଯିବ-କେହି ଉଲ୍ଲଙ୍ଘନ କଲେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

Leave a Reply

Your email address will not be published. Required fields are marked *