ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗତେଶ୍ୱର ମହାଦେବ ଙ୍କ ପୀଠରେ ଚାଲି ଥିବା ବିଶ୍ୱ ଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗତେଶ୍ୱର ମହାଦେବ ଙ୍କ ପୀଠରେ ଚାଲି ଥିବା ବିଶ୍ୱ ଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବାବା ଆର୍ତ୍ତତ୍ରାଣ ଙ୍କ ସହିତ ବହୁ ସାଧୁ ସନ୍ଥ ମାନେ ଯୋଗ ଦେଇ ଥିଲେ । ବିଶେଷ କରି କଟକର ମହିଳା ସଂକୀର୍ତ୍ତନ ମଣ୍ଡଳୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବା ସହିତ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ବିଶ୍ଵ ରେ ଶାନ୍ତି ପ୍ରତିଷ୍ଠା ଓ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଏହି ବିଶ୍ଵ ଶାନ୍ତି ମହାଯଜ୍ଞ ଆୟୋଜନ କରାଯାଉଥିବାର ଆୟୋଜକ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *