15 ନମ୍ବରୱାର୍ଡ ରେ ଦୀର୍ଘ୍ ଦିନ ଧରି କୁଆଁସ ଗ୍ରାମରେ ନଦୀ ଘାଟ ନଥିବାରୁ ନାହିଁ ନଥିବା ଅସୁବିଧା

ଭଦ୍ରକ ପୌରପାଳିକା ଅନ୍ତର୍ଗତ 15 ନମ୍ବରୱାର୍ଡ ରେ ଦୀର୍ଘ୍ ଦିନ ଧରି କୁଆଁସ ଗ୍ରାମରେ ନଦୀ ଘାଟ ନଥିବାରୁ ନାହିଁ ନଥିବା ଅସୁବିଧା ରେ ପଡ଼ୁଛନ୍ତି ସ୍ଥାନୀୟ ଲୋକ ସେଠିକାର ଜୈନିକ ବ୍ୟକ୍ତି ସେ ନଦୀ ଘାଟ ଜାଗାକୁ ମାଡ଼ି ବସି ଥିବାରୁ ଘାଟ ହୋଇପାରୁନାହିଁ ଯାହା ଫଳରେ ଲୋକ ମାନେ ଅସୁବିଧା ରେ ପଡ଼ୁଛନ୍ତି ସେଥି ପାଇଁ ଗାଁ ଲୋକ ମାନେ ପୂର୍ବରୁ ଜିଲାପାଳଙ୍କୁ ଦାବିପତ୍ର ଦେଇଥିଲେ ଓ ଆଜି ମଧ୍ୟ ଭଦ୍ରକ ତହସିଲ ଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ତହସିଲଦାର ଡିମାରକେଶନ ପାସ୍ କରିଛନ୍ତି । ୩୦ ତାରିଖ ଦିନ ତହସିଲ ଦାର ରାସ୍ତା ୧୧ କଡି ବାହାର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। କଣ କହୁଛନ୍ତି ଗ୍ରାମ ବାସୀ ଶୁଣନ୍ତୁ।

Leave a Reply

Your email address will not be published. Required fields are marked *