ସେବା ସମବାୟ ସମିତି ଧାନ ମଣ୍ଡି ଉଦଘାଟନ

ଆଜି Arana pal ଧାନ ମଣ୍ଡି ଉଦଘାଟନ ହୋଇ ଯାଇଛି, ମଣ୍ଡି ର ସଭାପତି ଶ୍ରୀ ଯୁକ୍ତ ଆଦିକନ୍ଦ ନାୟକ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମୁଖ୍ୟ ଅତିଥି। ତଥା ସଭାପତି ଶ୍ରୀଯୁକ୍ତ ଆଦିକନ୍ଦ ନାୟକ, ସମିତି ସମ୍ପାଦକ ଅମୀୟ ରଞ୍ଜନସେନ,ଉପ ସଭାପତି ଲକ୍ଷ୍ମୀ ପ୍ରିୟା ଜେନା, ପୂର୍ବତନ ସଭାପତି ପ୍ରତାପ ମହାନ୍ତି, ପୂର୍ବତନ ସଭାପତି ସନ୍ତୋଷ କୁମାର ସାହୁ, ଚାଷି କମିଟି ର ସମସ୍ତସଦସ୍ୟ ଚାଷି ବୋଡ ର ସଭାପତି ଉପସ୍ଥିତ ଥିଲେ, ବିଷ୍ଣୁ ପୁର ବିନ୍ଧା ସରପଞ୍ଚପଦ୍ମା ବତୀ ପୃଷ୍ଠିସ,Aranapal ପଞ୍ଚାୟତ ର ସରପଞ୍ଚ ମିନା ରାନି ମହାଳିକ, ତିନୋଟି ପଞ୍ଚାୟତ ର ଚାଷି ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *