ଇଟାମାଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳିତ
ଆଜି ଇଟାମାଟି ଗ୍ରାମପଞ୍ଚାୟତ ପରିସରରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ସରପଞ୍ଚ ଶ୍ରୀମତୀ ସୋନାଲିକା ମନ୍ଥନ ପତାକା ଉତ୍ତୋଳନ କରିଥିଲେ। VLW ପବିତ୍ର କୁମାର ମଲ୍ଲ, ସମାଜ ସେବୀ ଭାଗିରଥି ବାଇଙ୍କ ସମେତ ପଞ୍ଚାୟତର ସମସ୍ତ ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”
