ଶ୍ରେଷ୍ଠ ନିର୍ବାଚନ ଅଭ୍ୟାସ ପୁରସ୍କାର ପାଇଲା ଭାରତୀୟ ରେଳବାଇ
ଶ୍ରେଷ୍ଠ ନିର୍ବାଚନ ଅଭ୍ୟାସ ପୁରସ୍କାର ପାଇଲା ଭାରତୀୟ ରେଳବାଇ lଜାତୀୟ ମତଦାତା ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମତଦାତା ସଚେତନତା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଭାରତୀୟ ରେଳବାଇକୁ ପୁରସ୍କୃତ କରିଥିଲେ । ଭାରତୀୟ ରେଳବାଇ ତରଫରୁ ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ସତୀଶ କୁମାର ଏହି ପୁରସ୍କାର ଗ୍ରହଣ କରିଛନ୍ତି।
