ଆନନ୍ଦପୁର ମହାବିଦ୍ୟାଳୟ ରେ ଇଣ୍ଟର ଡି ସି ପ୍ଲି ନାରୀ ସେମିନାର
ଆନନ୍ଦପୁର ମହାବିଦ୍ୟାଳୟ ରେ ଇଣ୍ଟର ଡି ସି ପ୍ଲି ନାରୀ ସେମିନାର
ଆନନ୍ଦପୁର ମହାବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ଙ୍କ ସଭପତିତ୍ୟ ରେ ସାଇନ୍ସ ସୋଷାଇଟ ତରଫରୁ ଇଣ୍ଟର୍ ଡି ସି ପ୍ଲୀ ନା ରି ସେମି ନାର୍ ଅନୁଷ୍ଠିତ ହୋଇଯାଇଅଛି
ମୁଖ୍ୟ ବକ୍ତା ଭାବେ ଆମେରିକା ର ଭି ରଜିନିଆ ଷ୍ଟେଟ ବିଶ୍ଵବିଦ୍ୟାଳୟ ର ଡକ୍ଟର ଚନ୍ଦନ ଭୂଷଣ ସାମନ୍ତରାୟ ଯୋଗ ଦେଇ ଦୈନଦିନ ଜୀବନ ରେ Quantum mechanics ର ପ୍ରୟୋଗ ଯଥା Quantum କମ୍ପୁଟିଂ, ଲେଜର, ,information science, ନା ନୋ ଜୈବ ପ୍ରଯୁକ୍ତି ବିଦ୍ୟାରେ କିଭଳି ପ୍ରୟୋଗ କରାଯାଉଛି ସେ ସମ୍ପର୍କ ରେ ଆଲୋଚନା କରିଥିଲେ
ସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇଁ ଚରଣ ରାଉତ, ଯୋଗଦେଇଥିଲେ
ପ୍ରାରମ୍ଭରେ ପୁଷ୍ପଲତା ରାମ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ
ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା
ଅଧ୍ୟାପିକା ମିତା ଶ୍ରୀ ବେହେରା ସଂଯୋଜନା କରିଥିବା ବେଳେ,ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ
ଅଧ୍ୟାପିକା ଭାରତୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ
ଅଧ୍ୟାପିକା ଅନିତା ଦାସ,ମମତା ମିଶ୍ର, ତ ନୁ ଶ୍ରୀ ପଣ୍ଡା, ସୂରୁଚି ସମ୍ପନ୍ନ ସ୍ୱାଇଁ,ଆଦ୍ୟାଦେବ ମହାନ୍ତି,ଅଧ୍ୟାପକ ବିଶ୍ୱରଂଜନ ସାହୁ,ସୁବ୍ରତ ସାହାଣୀ,ନରେଶ ସାହା,ପ୍ରତାପ କଅଁର,ମନୋଜ ନାୟକ,ରିମନ ଆଚାର୍ଯ୍ୟ,ଡକ୍ଟର ଉତ୍ତମ କୁମାର ପାଣିଗ୍ରାହୀ,ବିଜୟ କୁମାର ସାହୁ, ପୂର୍ନା ନନ୍ଦ ପାର୍ଥ ସାରଥୀ ଶଙ୍ଖୁଆ, ଓ ଜେଲ ପଟ୍ଟନାୟକ ,ପ୍ରଫୁଲ୍ଲ କୁମାର ପଣ୍ଡା,ବିଶ୍ଵଜି ତ ରାଉତ,ଦିବ୍ୟ ରଞ୍ଜନ ସାହୁ ରୋ ସ ନ୍ ଭେଂରା ପ୍ରମୁଖ କାର୍ଯ କ୍ରମ ରେ ସହ ଯୋଗ କରିଥିଲେ
ଅଧ୍ୟକ୍ଷ ଡକ୍ଟର ମିଶ୍ର ଡକ୍ଟର ଚନ୍ଦନ ସାମନ୍ତରାୟ ଙ୍କୁ ଉତ୍ତରୀୟ,ଫୁଲ ଗଛ ଓ ସ୍ମରଣ ନାର୍ଥ ଦ୍ରବ୍ୟ ପ୍ରଦାନ କରିଥିଲେ
