ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ଯୋଗଦାନ
।ପୁରୀ ୨/୨ ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦେବାଶୀଷ ପଟ୍ଟନାୟକ କାର୍ଯ୍ୟ ରେ ଯୋଗ ଦେଇଛନ୍ତି।ଶ୍ରୀ ପଟ୍ଟନାୟକ ପୂର୍ବରୁ ମୁଖ୍ୟ ଉନ୍ନୟନ ଅଧିକାରୀ ଥିବା ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ଖଣି ଓ ଭୂବିଜ୍ଞାନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାସନ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।ସେହିପରି ଶ୍ରୀ ମହାପାତ୍ର ଙ୍କ ର ଶ୍ରୀମନ୍ଦିର ପ୍ରଶାସନ କୁ ବଦଳି ହୋଇଛି।
