ଇସଲାମାବାଦ୍ବା ହାରିଲେ ଭାନ୍ସ-ଇରାନ୍ ସହ ଶାନ୍ତି କଥାବାର୍ତ୍ତା ପାଇଁ।
ଇସଲାମାବାଦ୍ବା ହାରିଲେ ଭାନ୍ସ-ଇରାନ୍ ସହ ଶାନ୍ତି କଥାବାର୍ତ୍ତା ପାଇଁ।ଇସଲାମାବାଦ୍ ବାହାରିଲେ ଭାନ୍ସ-ୱାଶିଂଟନ୍ରୁ ଇସଲାମାବାଦ୍ ଅଭିମୁଖେ ଉପରାଷ୍ଟ୍ରପତି ଭାନ୍ସ-ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ ଭାନ୍ସ-ଆଲୋଚନା ସକରାତ୍ମକ ହେବା ନେଇ ଆଶାବାଦୀ କହିଲେ ଭାନ୍ସ-ଇରାନ୍ ଭଲ ବିଶ୍ବାସର ସହ ଆଲୋଚନା କଲେ ଆମେ ହାତ ବଢ଼ାଇବୁ-ଆମ ସହିତ ଖେଳ ଖେଳିବାକୁ ଚେଷ୍ଟା କଲେ ଗ୍ରହଣ କରିବୁନୁ- ଭାନ୍ସ
