ବାଲିଗୁଡା ରେ ଜଗନ୍ନାଥ ଏକ୍ସପ୍ରେସ ବାଲିଗୁଡା
ବାଲିଗୁଡା ରେ ଜଗନ୍ନାଥ ଏକ୍ସପ୍ରେସ ବାଲିଗୁଡା ,୧୯/୦୧/୨୪:କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଦେଖିବାକୁ ମିଳିଛି ଜଗନ୍ନାଥ ଏକ୍ସପ୍ରେସ ସୂଚନା ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଶ୍ରୀ ଜଗରନ୍ନାଥ ମନ୍ଦିର ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ରାଜ୍ୟର ସାଡେ ଚାରି କୋଟି ଓଡ଼ିଆ ଙ୍କ ପାଇଁ ଆଣିଛନ୍ତି ଜଗନ୍ନାଥ ଏକ୍ସପ୍ରେସ ନାମକ ଏକ ସ୍ୱତନ୍ତ୍ର ବସ |

ଏହି ବସ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ରେ ଥିବା ସମସ୍ତ ଜଗନ୍ନାଥ ପ୍ରେମୀ ଯାତ୍ରୀ ଙ୍କୁ ନେଇ ଜଗରନ୍ନାଥ ଏକ୍ସପ୍ରେସ ପୁରୀ ଠାରେ ପହଂଚିବ | ଶ୍ରୀ ଜଗରନ୍ନାଥ ଙ୍କ ଦର୍ଶନ ପାଇଁ ଏହି ବସ ସନ୍ଧ୍ୟା ସମୟରେ ଭବାନୀପାଟଣା ରୁ ବାହାରି ଭାୟା ବାଲିଗୁଡା,ସରଙ୍ଗଡ଼, ଫୁଲବାଣୀ,ନୟାଗଡ଼, ଖୋର୍ଦ୍ଧା ଦେଇ ପୁରୀ ରେ ସକାଳେ ପହଂଞ୍ଚିବ | ଏକ ସ୍ୱତନ୍ତ୍ର ବସ ଗଡ଼ିବା ପରେ ଜଗନ୍ନାଥ ପ୍ରେମୀ ଙ୍କ ମନରେ ଉଛାହ ଦେଖିବାକୁ ମିଳିଛି | ଆସନ୍ତୁ ଯାତ୍ରୀମାନେ କଣ କହୁଛନ୍ତି। ଶୁଣିବାଡ୍ରାଇଭର ଏବଂଯାତ୍ରୀମାନେ
