ଜଗତସିଂହପୁର ୨୭ ତମ ମେଳରେ ୬ଷ୍ଠ ସନ୍ଧ୍ୟାର ଅକ୍ଷୟ ମହାନ୍ତି ନାଇଟି ରେ ଭରପୁଏ ଦର୍ଶକ l
ଜଗତସିଂହପୁର ୨୭ ତମ ମେଳରେ ୬ଷ୍ଠ ସନ୍ଧ୍ୟାର ଅକ୍ଷୟ ମହାନ୍ତି ନାଇଟି ରେ ଭରପୁଏ ଦର୍ଶକ l ଆଜିର ସଂନ୍ଧ୍ୟା ଆସରର ସଭାପତିତ୍ୱ କରିଥିଲେ, ପରିଷଦର କାର୍ଯ୍ୟକାରୀଶ୍ରୀଅଧକ୍ଷ ଶ୍ରୀ ଯୁକ୍ତ ବିପ୍ଳବ ଚୌଧୁରୀ, ସନ୍ନମାନନୀୟ ଅତିଥି ଭାବେଶ୍ରୀଯୁକ୍ତ ରୁଦ୍ରନାରାୟଣ ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ, ଡ଼ଃ ଶରତ ଚନ୍ଦ୍ର ମହାରଣା ବିଶିଷ୍ଟ ନାଟ୍ୟ ନାଟ୍ୟକାର, ଶ୍ରୀଯୁକ୍ତ ଜିତେନ୍ଦ୍ରନାଥ ପଟ୍ଟନାୟକ ନାଟ୍ୟକାର ଓ ନିର୍ଦେଶକ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ,ପ୍ରସନ କୁମାର ସାହୁ ବରିଷ୍ଠ ଯନ୍ତ୍ରୀ, ମଞ୍ଚାସିନ ଥିଲେ,ପରିଷଦ କାର୍ଯ୍ୟକାରୀ ସଦସ୍ୟ ଡ଼ଃ କୈଳାସ ମାଲିକ, ଅତିଥି ପରିଚୟ ପ୍ରଦାନ କରିଥିଲେ l ଆଜିର ସମାଜରେ ଖୋଲାମାଞ୍ଚ ନାଟକ ବା ଯାତ୍ରା ଓ ରୁଦ୍ଧମଞ୍ଚ ନାଟକ ମଧ୍ୟରେ ତରତ୍ମ୍ୟତା ସମ୍ପର୍କରେ ବିଶେଷ ଆଲୋକ ପାତ କରିଥିଲେ l ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ର ର ପ୍ରାରମ୍ପରିକତା, ରେ ରହିଥିଲା ଶୁଆଙ୍ଗ, ଲୋକନାଟ୍ୟ,ପରେ ପରେ ଯାତ୍ରାର ସୃଷ୍ଟି,, ଓ ରୁଦ୍ଧିମନ୍ତ ନାଟକ ମଧ୍ୟରେ ବେସ ପର୍ଥ୍ୟକ ଦେଖା ଦେଇଛି l ମୁକ୍ତ ମଞ୍ଚ ନାଟକ ଅପେକ୍ଷା ଏଵେ କଳପ୍ରେମୀ ଦର୍ଶକ ମନେ ରୁଦ୍ଧ ମଞ୍ଚ ନାଟକ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି, ଶେଷରେ ପରିଷଦର ସଦସ୍ୟ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟ ବାଦ ଦେଇଥିଲେ l ପରେ ସ୍ବର୍ଗତ ଅକ୍ଷୟ ମହାନ୍ତି ନାଇଟି ଭୁବନେଶ୍ୱର କଳାକାରମାନେ ଅକ୍ଷମହାନ୍ତିଙ୍କ ପୁରୁଣା ସଂଗୀତରବ ଝୁମଇଥିଲେ lଜଗତସିଂହପୁର ୨୭ ତମ ମେଳରେ ୬ଷ୍ଠ ସନ୍ଧ୍ୟାର ଅକ୍ଷୟ ମହାନ୍ତି ନାଇଟି ରେ ଭରପୁଏ ଦର୍ଶକ l ଆଜିର ସଂନ୍ଧ୍ୟା ଆସରର ସଭାପତିତ୍ୱ କରିଥିଲେ, ପରିଷଦର କାର୍ଯ୍ୟକାରୀଶ୍ରୀଅଧକ୍ଷ ଶ୍ରୀ ଯୁକ୍ତ ବିପ୍ଳବ ଚୌଧୁରୀ, ସନ୍ନମାନନୀୟ ଅତିଥି ଭାବେଶ୍ରୀଯୁକ୍ତ ରୁଦ୍ରନାରାୟଣ ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ, ଡ଼ଃ ଶରତ ଚନ୍ଦ୍ର ମହାରଣା ବିଶିଷ୍ଟ ନାଟ୍ୟ ନାଟ୍ୟକାର, ଶ୍ରୀଯୁକ୍ତ ଜିତେନ୍ଦ୍ରନାଥ ପଟ୍ଟନାୟକ ନାଟ୍ୟକାର ଓ ନିର୍ଦେଶକ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ,ପ୍ରସନ କୁମାର ସାହୁ ବରିଷ୍ଠ ଯନ୍ତ୍ରୀ, ମଞ୍ଚାସିନ ଥିଲେ,ପରିଷଦ କାର୍ଯ୍ୟକାରୀ ସଦସ୍ୟ ଡ଼ଃ କୈଳାସ ମାଲିକ, ଅତିଥି ପରିଚୟ ପ୍ରଦାନ କରିଥିଲେ l ଆଜିର ସମାଜରେ ଖୋଲାମାଞ୍ଚ ନାଟକ ବା ଯାତ୍ରା ଓ ରୁଦ୍ଧମଞ୍ଚ ନାଟକ ମଧ୍ୟରେ ତରତ୍ମ୍ୟତା ସମ୍ପର୍କରେ ବିଶେଷ ଆଲୋକ ପାତ କରିଥିଲେ l ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ର ର ପ୍ରାରମ୍ପରିକତା, ରେ ରହିଥିଲା ଶୁଆଙ୍ଗ, ଲୋକନାଟ୍ୟ,ପରେ ପରେ ଯାତ୍ରାର ସୃଷ୍ଟି,, ଓ ରୁଦ୍ଧିମନ୍ତ ନାଟକ ମଧ୍ୟରେ ବେସ ପର୍ଥ୍ୟକ ଦେଖା ଦେଇଛି l ମୁକ୍ତ ମଞ୍ଚ ନାଟକ ଅପେକ୍ଷା ଏଵେ କଳପ୍ରେମୀ ଦର୍ଶକ ମନେ ରୁଦ୍ଧ ମଞ୍ଚ ନାଟକ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି, ଶେଷରେ ପରିଷଦର ସଦସ୍ୟ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟ ବାଦ ଦେଇଥିଲେ l ପରେ ସ୍ବର୍ଗତ ଅକ୍ଷୟ ମହାନ୍ତି ନାଇଟି ଭୁବନେଶ୍ୱର କଳାକାରମାନେ ଅକ୍ଷମହାନ୍ତିଙ୍କ ପୁରୁଣା ସଂଗୀତରବ ଝୁମଇଥିଲେ lଜଗତସିଂହପୁର ୨୭ ତମ ମେଳରେ ୬ଷ୍ଠ ସନ୍ଧ୍ୟାର ଅକ୍ଷୟ ମହାନ୍ତି ନାଇଟି ରେ ଭରପୁଏ ଦର୍ଶକ l
