ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ଅବସରରେ ମହିଳା ମାନଙ୍କୁ ସମ୍ବର୍ଦ୍ଧିତ
ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ଅବସରରେ ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ନଟବର ବାରିକ, ପୋୖରାଧକ୍ଷ୍ୟା ଅର୍ଚ୍ଚନା ସିଂ, ନାରୀ ନେତ୍ରୀ ପ୍ରତିମା ମଲ୍ଲୀକ ଙ୍କ ବହୁ ମହିଳା ଏକତ୍ରିତ ହୋଇ ଥିଲେ । ତେବେ ଆଜିର ସମାଜରେ ମହିଳା ମାନେ ବହୁ ଆଗକୁ ଯାଇ ପାରିଛନ୍ତି । ସବୁ କ୍ଷେତ୍ରରେ ଆଜି ମହିଳା ମାନେ ସ୍ୱାବଲମ୍ବୀ ହେବା ସହିତ ବିଭିନ୍ନ ପଦ ପଦବୀ ରହି ଆସିଛନ୍ତି । ଆଜିର ଏହି ମହିଳା ଦିବସରେ ରମା ଦେବୀ, ସରଳା ଦେବୀ ଭଳି ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ତାଙ୍କର ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ ।
