ଜଇପୁରବାଲି ଖାଦାନ ରେ ପ୍ରଶାସନ ର ବଡଧରଣର ଚଢାଉ

ଜଇପୁରବାଲି ଖାଦାନ ରେ ପ୍ରଶାସନ ର ବଡଧରଣର ଚଢାଉ।୩୬ରୁ ଉର୍ଦ୍ଧ ହାଇହ୍ୱଆ ଟ୍ରକ ସହ ଜଇପୁରବାଲି ଖାଦାନ ରେ ପ୍ରଶାସନ ର ବଡଧରଣର ଚଢାଉ।୩୬ରୁ ଉର୍ଦ୍ଧ ହାଇହ୍ୱଆ ଟ୍ରକ ସହ ମେଶିନ ଜବତ।ରଘୁନାଥପୁର ତା ୧୧/୧୨:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନ ଜଇପୁର ମହାନଦୀବାଲି ଖାଦାନ ଉପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡଧରଣର ଚଢାଉକରାଯାଇଛି।ତେବେ ରାଜ୍ୟ ସରକାର ବାଲିମାଫି ମାନଙ୍କୁ ସାବାଡକରିବାକୁ ଯାଇ ରାଜ୍ୟର ସମସ୍ତ ବାଲିଖାଦାନ ଉପରେ ଚଢାଉ ଜାରିରଖିଥିବାବେଳେ ଗୁରୁବାର ସଂନ୍ଧ୍ୟାରେ ଜଇପୁର ବାଲିଖାଦାନ ଉପରେ ଜଗତସିଂହପୁର ପ୍ରଶାସନ ଚଢାଉକରି ପ୍ରାୟ ୩୬ଟା ରୁ ଉର୍ଦ୍ଧ ହାଇହ୍ୱାଆଟ୍ରକ,୨ଟି ପ୍ରୋକଲିନ ମିଶିନ ସହ ୩ ଜଣ ଡ୍ରାଇଭର କୁ ଗିରଫକରିଥିବା ଜଣାଯାଇଛି।ତେବେ ପୂର୍ବପ୍ରସ୍ତୁତି ଅନୁଯାୟୀ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜଗତସିଂହପୁର ଖଣିଅଧିକାରୀ ସତିଶ ତରାଇ,ରଘୁନାଥପୁର ଅତିରିକ୍ତ ତହସିଲଦାର ତପନ କୁମାର ପରିଡା, ତିର୍ତୋଲ ଆଇଆଇସି ପ୍ରଦିପ୍ତ କୁମାର ସେଠି ୨ପ୍ଲାଟୁନ ପୋଲିସ ଫୋର୍ସ ନେଇ ଏହି ବାଲିଖାଦାନ ଉପରେ ଚଢାଉକରିଥିବା ଜଣାଯାଇଛି।ଏହି ଚଢାଉରୁ ଜାହା ଅନୁମାନ କରାଯାଇଛି ରଘୁନାଥପୁର ଅଞ୍ଚଳରେ ବାଲିମାଫିଆମାନେ କେତେସକ୍ରି ଅଛନ୍ତି।ପ୍ରତିଦିନ ଏମାନେ ଧାର୍ଯ୍ୟ ବାଲି ଉତ୍ତୋଳନ ଠାରୁ ଶହେଗୁଣା ବାଲି ଉଠାଇ ଲକ୍ଷଲକ୍ଷଟଙ୍କା ରାସ୍ଵଜ ଲୁଟକରୁଥିଲେ।ଏଥିରେ କିଛି ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସାମିଲ ରହୁଥିବା ସନ୍ଦେହ କରାଯାଉଥିଲା।ସରକାର ଙ୍କ ବାଲିଖାଦାନର ନୂତନ ନିୟମ ସବୁକିଛି ବଦଳାଇଦେଇଛି। ଏବେ ସବୁବାଲିମାଫିଆଙ୍କ ସର୍ବନାଶ। ଏଠାରେ ସୂଚନା ଥାଉକି କିଛିଦିନ ପୂର୍ବେ ତିର୍ତୋଲ ତହସିଲ ଅଧିନ ବାଲିପାଟଣା କିଲିପାଳ ବାଲିଖାଦାନ ଉପରେ ପ୍ରଶାସନ ଚଢାଉକରି ପ୍ରାୟ ୫୦ରୁ ଉର୍ଦ୍ଧ ହାଇହ୍ୱାଆଟ୍ରକ ଓ ପ୍ରୋକଲିନ ମେସିନ ଜବତ କରିଥିଲା। ଉପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡଧରଣର ଚଢାଉକରାଯାଇଛି।ତେବେ ରାଜ୍ୟ ସରକାର ବାଲିମାଫି ମାନଙ୍କୁ ସାବାଡକରିବାକୁ ଯାଇ ରାଜ୍ୟର ସମସ୍ତ ବାଲିଖାଦାନ ଉପରେ ଚଢାଉ ଜାରିରଖିଥିବାବେଳେ ଗୁରୁବାର ସଂନ୍ଧ୍ୟାରେ ଜଇପୁର ବାଲିଖାଦାନ ଉପରେ ଜଗତସିଂହପୁର ପ୍ରଶାସନ ଚଢାଉକରି ପ୍ରାୟ ୩୬ଟା ରୁ ଉର୍ଦ୍ଧ ହାଇହ୍ୱାଆଟ୍ରକ,୨ଟି ପ୍ରୋକଲିନ ମିଶିନ ସହ ୩ ଜଣ ଡ୍ରାଇଭର କୁ ଗିରଫକରିଥିବା ଜଣାଯାଇଛି।ତେବେ ପୂର୍ବପ୍ରସ୍ତୁତି ଅନୁଯାୟୀ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜଗତସିଂହପୁର ଖଣିଅଧିକାରୀ ସତିଶ ତରାଇ,ରଘୁନାଥପୁର ଅତିରିକ୍ତ ତହସିଲଦାର ତପନ କୁମାର ପରିଡା, ତିର୍ତୋଲ ଆଇଆଇସି ପ୍ରଦିପ୍ତ କୁମାର ସେଠି ୨ପ୍ଲାଟୁନ ପୋଲିସ ଫୋର୍ସ ନେଇ ଏହି ବାଲିଖାଦାନ ଉପରେ ଚଢାଉକରିଥିବା ଜଣାଯାଇଛି।ଏହି ଚଢାଉରୁ ଜାହା ଅନୁମାନ କରାଯାଇଛି ରଘୁନାଥପୁର ଅଞ୍ଚଳରେ ବାଲିମାଫିଆମାନେ କେତେସକ୍ରି ଅଛନ୍ତି।ପ୍ରତିଦିନ ଏମାନେ ଧାର୍ଯ୍ୟ ବାଲି ଉତ୍ତୋଳନ ଠାରୁ ଶହେଗୁଣା ବାଲି ଉଠାଇ ଲକ୍ଷଲକ୍ଷଟଙ୍କା ରାସ୍ଵଜ ଲୁଟକରୁଥିଲେ।ଏଥିରେ କିଛି ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସାମିଲ ରହୁଥିବା ସନ୍ଦେହ କରାଯାଉଥିଲା।ସରକାର ଙ୍କ ବାଲିଖାଦାନର ନୂତନ ନିୟମ ସବୁକିଛି ବଦଳାଇଦେଇଛି। ଏବେ ସବୁବାଲିମାଫିଆଙ୍କ ସର୍ବନାଶ। ଏଠାରେ ସୂଚନା ଥାଉକି କିଛିଦିନ ପୂର୍ବେ ତିର୍ତୋଲ ତହସିଲ ଅଧିନ ବାଲିପାଟଣା କିଲିପାଳ ବାଲିଖାଦାନ ଉପରେ ପ୍ରଶାସନ ଚଢାଉକରି ପ୍ରାୟ ୫୦ରୁ ଉର୍ଦ୍ଧ ହାଇହ୍ୱାଆଟ୍ରକ ଓ ପ୍ରୋକଲିନ ମେସିନ ଜବତ କରିଥିଲା।

Leave a Reply

Your email address will not be published. Required fields are marked *