ଯାଜପୁର ରୋଡ ସ୍ଥିତ ଯଯାତି କୋଟିୟାର୍ଡ ହୋଟେଲରେ ଆୟକର ବିଭାଗ ଚଢ଼ାଉ

ବିଜେଡି ଯୁବନେତା ତଥା ଶିଳ୍ପପତି ସୁବ୍ରତ ଛାଟୋଇଙ୍କ ଯାଜପୁର ରୋଡ ସ୍ଥିତ ଯଯାତି କୋଟିୟାର୍ଡ ହୋଟେଲରେ ଆୟକର ବିଭାଗ ଚଢ଼ାଉ କରିଛନ୍ତି l ସୂଚନା ଅନୁଯାୟୀ ସୋମବାର ଦିନ ଆୟକର ବିଭାଗର ଏକ ଟିମ ଯଯାତି କୋଟିୟାର୍ଡ ହୋଟେଲ

ଓ managing director ଦିବ୍ୟ ରଞ୍ଜନ ନାୟକ ଙ୍କ ଯାଜପୁର ଟାଉନ ବାସଭବନ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି l ତେବେ ଦୀର୍ଘ ଘଣ୍ଟା ଧରି ଚଢ଼ାଉ ଜାରିରହିଛି l ତେବେ ଆୟକର ବିଭାଗ କୋଉ କାରଣରୁ ଚଢ଼ାଉ କରିଛି ତାହା ସ୍ପଷ୍ଠ ହେଇନାହିଁ l ସେପପଟେ ଆଜି ଏହି ସମୟରେ ଭୁବନେଶ୍ୱରରେ ମଧ୍ୟ ରେଡ ଚାଲିଥିବା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *