ଗୋକୁଳାନନ୍ଦ ମହାନ୍ତି ଙ୍କ ୫୦ ତମ ବାର୍ଷିକ ରାଜଘାଟ ଛକ ଠାରେ ପାଳିତ ହୋଇ ଯାଇଛି

ଭଦ୍ରକର ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ଓ ବିଧାୟକ ଗୋକୁଳାନନ୍ଦ ମହାନ୍ତିଙ୍କ ୫୦ ତମ ପୁଣ୍ୟତିଥି ଅବସରରେ ଭଦ୍ରକ ରାଜଘାଟ ଗୋଶାଳା ଛକରେ ବ୍ରୋଞ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଏହି ପ୍ରତିମୂର୍ତ୍ତିକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ଶିତାଂସୁ ସେଖର ମହାପାତ୍ର, ଜିଲ୍ଲାପାଳଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *