ପଦ୍ମଗିରି ଗ୍ରାମ ପଞ୍ଚୟତ ରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ
ପଦ୍ମଗିରି ଗ୍ରାମ ପଞ୍ଚୟତ ରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ
ମାଲକାନାଗିରି ୧/୯,
ଜିଲ୍ଲାକୁ ନୂତନ ଭାବେ ଆସିଥିବା ଜିଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ (ଭା ପ୍ର ସେ) କ୍ରମାଗତ ଭାବେ
ଏସ ପି ଶ୍ରୀଯୁକ୍ତ ବିନୋଦ ପାଟିଲ ଏଚ ଙ୍କ ସହ ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଶୁଣାଣି ମାନଙ୍କରେ ଯୋଗ ଦେଇ ସ୍ଥାନୀୟ ଲୋକଙ୍କ ଅପତ୍ତି ଅଭିଯୋଗ ମାନ ଶୁଣି ଅନ୍ ଲାଇନ ଯୋଗେ ସେସବୁର ଆସୁ ପ୍ରତିକାର ବ୍ୟବସ୍ଥା କରିବାକୁ ପ୍ରୟାସ କରିଥିଲେ। ପ୍ରକାଶ ଥାଇକି ଏଥି ଆଗରୁ ଏହି ପ୍ରକାର ଜନ ଶୁଣାଣି କାର୍ଯ୍ୟକ୍ରମ ଜିଲ୍ଲାର ଦୁରନ୍ତ ଅଞ୍ଚଳ, ମହୁପଦର୍ ଓ ପାନସପୁଟ ଠାରେ
ମଧ୍ଯ ଆୟୋଜିତ କରାଯାଇ ପ୍ରଶାସନ କୁ
ଲୋକାଭିମୁଖୀ କରିବା ପାଇଁ ପ୍ରୟାସ କରା ଯିବାରୁ ଗ୍ରାମାଞ୍ଚଳର ବହୁ ହିତାଧିକାରୀ ବେଶ୍ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ଅନ୍ୟାନ୍ୟ ବିଶିଷ୍ଟ ଅଧିକାରୀ ଓ ସ୍ଥାନୀୟ କର୍ମକର୍ତ୍ତା ମନେ ମଧ୍ଯ ଉପସ୍ଥିତ ରହିଥିଲେ।
