ସାମ୍ବାଦିକ ହଳଧର ଧୀରଙ୍କୁ ଓଡ଼ିଶା ସମ୍ମାନ ପ୍ରଦାନ
ଭୁବନେଶ୍ୱର– ରାଜଧାନୀ ଭୁବନେଶ୍ଵର ର ବରିଷ୍ଠ ସାମ୍ବାଦିକ ହଳଧର ଧୀର ଙ୍କୁ ଦୀର୍ଘ ପଚାଶ ବର୍ଷ ଧରି ସାମ୍ବାଦିକତା କ୍ଷତ୍ର ରେ ନିଜର ଅଭିଜ୍ଞତା, ତ୍ୟାଗଉତ୍ସ ଗି କୃତ ଜୀବନ ବ୍ୟାପି ସାଧନା ଲାଗି ଓଡିଶା ପ୍ରେସ ଏକାଡେମି ଓଡ଼ିଶା ସମ୍ମାନ, ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜ ନେତା ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, ସମ୍ମାନିତ ଅତିଥି, ପୂର୍ବ ତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପୂର୍ବ ତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ, ଆର୍ଯ୍ୟ ଜ୍ଞାନେନ୍ଦ୍ର, ସଭାପତି ସଞ୍ଜୟ ପ୍ରଧାନ ଙ୍କ ଉପସ୍ଥିତ ରେ ଏହି ସମ୍ମାନ ପ୍ରଦାନ କରିଥିଲେ।
