କଳାହାଣ୍ଡି ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ଉଦ୍ଯାପିତ
୨୩/୨୬:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ପଏମଶ୍ରୀ ବ୍ରଜମୋହନ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ଆୟୋଜିତ ହୋଇଥିଲା। ୩୨ଟି ପିଏମ୍ଶ୍ରୀ ସ୍କୁଲର ୧୩୦୦ ଛାତ୍ରଛାତ୍ରୀ ଯୋଗଦେଇଥିଲେଜିଲ୍ଲାସରୀୟ ପଏମ ଶ୍ରୀ ଉତ୍ସରଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ସାଂସଦ ମାଳବିକା ଦେଓ ମୁଖ୍ୟ ଅତିଥି, ଟିଟିଲାଗଡ଼ ଡିଏଭି କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବପ୍ରସାଦ ବେହେରା ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଷ ପ୍ରଧାନ, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ, ସଦର ବିଧାୟକଙ୍କ ପ୍ରତିନିଧି ଇନ୍ଦ୍ରଜିତ୍ ମହାକୁଡ଼, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ ଓ ହେମସାଗର ମହାନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଉତ୍ସବ ରେ ଅମର ଜ୍ୟୋତି ଫାଉଣ୍ଡେସନ ଏବଂ ରେକୀଟ ଇଣ୍ଡିଆ ର ମିଳିତ ଆନୁକୂଲ୍ୟରେ dettol school hygiene education programme ର ଏକ stall ପାରିବେଷିତ କରାଯାଇଇଥିଲା |ବିଗତ 12 ବର୍ଷ ହେଲା ଦେଶର 22 ଟି ରାଜ୍ୟର ବିଭିନ୍ନ school ରେ କିଭଳି ରେକୀଟ ଇଣ୍ଡିଆ ପିଲା ମାନଙ୍କ ଭିତରେ ସ୍ୱଛତା ଓ ପରିମଳତା ଉପରେ ତାଙ୍କର ଅଚରଣ ରେ ଉନ୍ନତି ହେବ ଏବଂ କିପରି ଏକ ସୁସ୍ଥ ଭାରତ ହିଁ ବିକାଶିତ ଭାରତ ହେଇ ପାରିବ ତାରି ଉପରେ ଅରିବେଷଣ ଏବଂ ଆଲୋଚନା କରିଥିଲେ |ସଂସ୍ଥା ର ଏହି ନିରନ୍ତର ପ୍ରଚେଷ୍ଠା ପାଇଁ ସଂସ୍ଥା ତରଫରୁ ଯୋଗଦେଇଥିବା DPC ଆଲୋକ ମିଶ୍ର ଙ୍କୁ ଜିଲ୍ଲା ଶିକ୍ଷା ବିଭାଗକୁ ପୁରସ୍କୃତ ଏବଂ ସମ୍ମାନ ଜ୍ଞାପନ କରା ଯାଇ ଥିଲା |
