କଳାହାଣ୍ଡି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା ତରଫରୁ ନିରନ୍ଧର ବିକାଶ ଲକ୍ଷ୍ୟ ୨୦୩୦ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା
କଳାହାଣ୍ଡି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା ତରଫରୁ ନିରନ୍ଧର ବିକାଶ ଲକ୍ଷ୍ୟ ୨୦୩୦ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ।ଭବାନୀପାଟଣା ୧୫.୧୨.୨୦୧୫ ରେ ନିଜକୁର ବିକାଶ ଲକ୍ଷ୍ୟର ପ୍ରସାର ଏବଂ ପ୍ରସାର ପାଇଁ ଜିଲ୍ଲା ଯୋଜନା ଓ ପର୍ଯ୍ୟ ତରଫରୁ ଏକ ନିଦ୍ରାଙ୍କନ ପ୍ରତିଯୋଯିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ରେ ଜୁନିଅର ଓ ସିନିଅର ସୁସ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ଜୁନିଆର ରୂପ ରେ ତୃତୀୟ ରୁ ପଞ୍ଚମ ଏବଂ ସମିଥର ରୂପ ରେ ଷଷ୍ଠ ଶ୍ରେଣୀ ରୁ ସତମ ଯାଏଁ ଛାତ୍ରଛାତ୍ରୀ ଭାଗ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ ପ୍ରତିଯୋଯିତା ଅନୁଷ୍ଠିତ ହୋଇଥିଲା । ଏହି ଜନ ପ୍ରତିଯୋଗିତାରେ ଜିଲ୍ଲା ଯୋଜନା ଓ000 ଉପନିର୍ଦ୍ଦେଶକ ଶ୍ରୀ ଶ୍ରୀମାରୁ ନେଇ ପରିଜାଳନା କରିଥିଲେ ଏବଂ ଅନ୍ୟ ଆଧୁକାରୀ ମାନେ ସହଯୋଗ କରିଥିଲେ ଏବଂ ସମସ୍ତ ସ୍ଟର ର ଶିକ୍ଷକ ମାଳେ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୁକାରୀ ଯୋଗଦେଇଥିଲେ।
