ରାଜ୍ୟରେ କାଳବୈଶାଖୀ ବର୍ଷା

ରାଜ୍ୟରେ କାଳବୈଶାଖୀ ବର୍ଷା l ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ-ପୁରୀ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା-ଖଇରା, ସମୁଳିଆ, ଔପଦା, ସୋର, ବାହାନଗାରେ ବର୍ଷା-କଟକ ବାଙ୍କୀରେ କାଳବୈଶାଖୀ ଯୋଗୁଁ ବର୍ଷା, ପବନ-କୋଦଳା-ଖଲ୍ଲିକୋଟରେ କାଳବୈଶାଖୀ ବର୍ଷା, ପବନ-କିଛି ସ୍ଥାନରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

Leave a Reply

Your email address will not be published. Required fields are marked *