କନ୍ଧମାଳ ବହୁ ଚର୍ଚ୍ଚିତ ଗୁମାଗଡ ଅଗ୍ନୀ ଦଣ୍ଡନାଚ ।
କନ୍ଧମାଳ , ଫୁଲବାଣୀ କନ୍ଧମାଳ ଜିଲ୍ଲା ମୁଖ୍ୟତଃ ଆଦିବାସୀ ଓ ହରିଜନ ବହୁଳ ଜିଲ୍ଲା ଅଟେ ।ଏହି ଜିଲ୍ଲା ମୁଖ୍ୟ ତିନି ସହ ତେତିଷକୋଟି ଦିଅ ପୂଜା ପାଉଛନ୍ତି ।ଏହି ଜିଲ୍ଲାରେ ଶିବ ପାର୍ବତୀ ଙ୍କ ଲୀଳା ଉପରେ ଆଧାରିତ ଦଣ୍ଡ ନୃତ୍ୟ ୧୨ଗୋଟି ବ୍ଲକ ମଧ୍ୟରେ ହେଉଅଛି ।ଏହି ଦଣ୍ଡ ନୃତ୍ୟ ମଧ୍ୟରେ ଫୁଲବାଣୀ ବ୍ଲକ ଗୁମା ଗଡ଼ ର ବିନ୍ ଦାସ ଅଗ୍ନୀ ଦଣ୍ଡ ଅଗ୍ନି ଗୁରୁ ତଥା ଦଣ୍ଡ ନୃତ୍ୟ ର ମୁଖ୍ୟ ,ଓ ପ।ଟଭୁକ୍ତ। ସଦଗୁରୁ ବିମଳ ପ।ତ୍ର ଅନ୍ୟ ତମ ଗୁରୁ ବିମଳ ପତ୍ର ଙ୍କ ନେତୃତ୍ୱରେ ଗତ ତ୨୮/୦୩/୨୦୨୫ ରୁ ଦଣ୍ଡ ନୃତ୍ୟ ଆସନ୍ତା ପଣ। ସଙ୍କର।ତ୍ରି ପୂର୍ବଦିନ ମାସନ୍ତ ଦିନ ଏହି ଦଣ୍ଡ ର ମେରୁ ପର୍ବହୁଏ ।ଏହି ଠାରେ ପାଖ। ପ। ଖୀ୩୦୦ ସହରୁ ଅଧିକ ଭକ୍ତ ବା ଗୁହରିଆ ଥିବା ଦେଖିବାକୁ ମିଳୁଛି ।ଗୁରୁ ବିମଳ ପ।ତ୍ର କୁଆଡେ ଅକ। ଠ୍ୟ କାମ ସହଜରେ କରିଥିବା କଥା ଶୁଣିବାକୁ ମିଳୁଛି । ଦଣ୍ଡ ନାଚ ର ମୂଳ ମନ୍ତ୍ର ଯଥା – ଶୁଖିଲା କାଠ କଞ୍ଚା ହୁଏ, ରୋଗୀ ଆରୋଗ୍ୟ ହୁଏ, ଉଷୁନା ଧାନ ଗଜା ହୁଏ, ଅନ୍ଧ ଚକ୍ଷୁ ଦାନ ପାଏ, ଏହି ମୂଳମନ୍ତ୍ର ରେ ଅଗ୍ନି ଗୁରୁ ବିମ ଳ ପ।ତ୍ର ଗୁହରିଆଙ୍କ ମନବାଞ୍ଛା ପୁରାଣ ହେଉଥିବା ଶୁଣିବାକୁ ମିଳୁଛି ।ଏହି ଦଣ୍ଡ ନାଚରେ ମା ଭୈରବୀ ଓ ମା ବାଉରୀ ଦେବୀ ଙ୍କ ସହିତ ମହାଦେବ ପୂଜା ପାଆନ୍ତି । ଏହି ଦଣ୍ଡ ନାଚ ର ବିଶେଷତା ଏହିୟ।ଜେ ଏହିଠାରେ ଗୁହରିଆ ମାନେ ଗୁରୁ ବିମଳ ପ।ତ୍ର ଙ୍କ ସହିତ ଦୀର୍ଘ ୧୭ ଦିନ ଅଗ୍ନୀରେ ଚାଲିବାର ପରମ୍ପରା ଦେଖିବାକୁ ମିଳିଥାଏ । ଅନ୍ୟ ପୂଜାରୀଙ୍କ ମଧ୍ୟରେ ଦଣ୍ଡ ଗୁରୁ ମନୋଜ ନାୟକ ଦଣ୍ଡନ।ଚ କୁ ଶାନ୍ତି ଶୃଙ୍ଖଳ।ର ସହିତ ପରିଚାଳନା କରିବାରେ ଅଗ୍ନୀ ଗୁରୁ ବିମଳ ପାତ୍ରଙ୍କୁ ସାହାଯ୍ୟ କରିଥାନ୍ତି ।
