କନ୍ଧମାଳ ମହୋତ୍ସବ ଓ ପଳିଶ୍ରୀ ମେଳା ତୃତୀୟ ଦିବସ
କନ୍ଧମାଳ ମହୋତ୍ସବ ଓ ପଳିଶ୍ରୀ ମେଳା ତୃତୀୟ ଦିବସ । କନ୍ଧମାଳ ତା ୨୪/୦୩/୨୦୨୫ ଫୁଲବାଣୀ କନ୍ଧମାଳ ମହୋତ୍ସବ ଓ ପଳିଶ୍ରୀ ମେଳା ଚଳିତ ମାସ ୨୧/୦୩/୨୦୨୫ ରିଖଠା ରୁ ଆରମ୍ଭ ହୋଇ ଚଳିତ ମାସ ୨୫/୦୩/୨୦୨୫ ତାରିଖରେ ତାହାର ପରିସମ।ପ୍ତି ହେବା କନ୍ଧମା ଳ ଜିଲ୍ଲାପାଳ ଅମିତ୍ ଋତୁରାଜ, ଓ କନ୍ଧମାଳ ଏସ ପି ହରିଶ୍ ବିଶି ,ଓ ଫୁଲବାଣୀ ବିଧାୟକ ଉମଚରଣ ମଲ୍ଲିକ, ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରଜ୍ ପଣ୍ଡା, ଉଦ୍ଘାଟନ କରି ମହୋତ୍ସବ କୁ ବିଭିନ୍ନ ସରକାରୀ ଓ ବେସରକାରୀ ଟୋଲ୍ ଗୁଡ଼ିକ ପରିଦର୍ଶନ କରିଥିବା ବେଳେ କନ୍ଧମାଳ କୃଷି ଉଦ୍ୟାନ ବିଭାଗ ଟୋଲ୍ ବେଶ୍ ଆକର୍ଷଣୀୟ ହୋଇଥିଲା ଏହା ପରିଦର୍ଶନ କରିଥିବା ବେଳେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶ୍ରୀ ସ।ନ୍ତୁନୁ କୁମାର ନାୟକ ବାଲିଗୁଡା କୃଷି ଉଦ୍ୟାନ ସହ କାରୀ ନିର୍ଦ୍ଦେଶକ ଦେବ ପ୍ରସାଦ ରାଉତ ରାୟ, ଫୁଲବାଣୀ ସହ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ବିନୋଦ କୁମା ର ଜେନା , ଅ ଏଲ୍ ପା ମ୍ ଅଜିଏମ୍ ଶ୍ରୀ ଦେବ ବ୍ରତ ସାହୁ, ଅନ୍ୟାନ୍ୟ କୃଷି ଅଧିକାରୀ ମାନେ ମାନ୍ୟବର ବିଧାୟକ, ଜିଲ୍ଲାପାଳ, ଏସ ପି ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନ ଜଣା ଇଥିଲେ ।
